ଆଜି ତୁମ ରଥଯାତ – ମିଥୁନ୍ ସାହୁ

ବରଷକ ପରେ ଆସିଅଛି ପ୍ରଭୁ ଆଜି ତୁମ ରଥଯାତ, ଦରଶନ ପାଇଁ ଆସିଛନ୍ତି ଧାଇଁ କୋଟି କୋଟି ଯେ ଭକତ,,।।ନଅଦିନ ପାଇଁ ହେ ପ୍ରଭୁ ଗୋସାଇଁ ଶ୍ରୀ ମନ୍ଦିର ହେବ ଖାଲି,ଭକତ ମାନଙ୍କ ଶୁଭୁଥାଏ…

କଥାପଦେ ଦିଅ କହି – ମିଥୁନ୍ ସାହୁ

ଅଭିମାନ କରି ମନକୁ ଯେ ମାରି       ନୀରବେ ବସିଛ କାହିଁ,ମୋ ଆଡକୁ ଚାହିଁ ଟିକେ ହସିଦେଇ      କଥାପଦେ ଦିଅ କହି,,।।ଗୋଲାପି ଚେହେରା ଫିକା ଲାଗେ ପରା     …

ଦୋଷ ଜମା ଧରିବନି – ମିଥୁନ୍ ସାହୁ

କୁନି କୁନି ସବୁ ଛୋଟ ପିଲା ଆମେଗଢିଛୁ ନିଜ ହାତରେ,ବିଦ୍ୟାଦାତା ପ୍ରଭୁ ଗଣେଶଙ୍କ ମୂର୍ତ୍ତିପୁଜିବାକୁ ଭକତିରେ,,।। ମାଗିବୁ ସଭିଏଁ ଭବିଷ୍ୟତ ପାଇଁବିଦ୍ୟା ବୁଦ୍ଧିର ଭଣ୍ଡାର,ତାଙ୍କରି ଆଶିଷ ଆମ ପାଖେ ଥିଲେଅଜ୍ଞାନ ହୋଇବ ଦୂର,,।। ଜୀବନରେ…

ଅନ୍ୟର ଖୁସିରେ ଖୁସି – ମିଥୁନ୍ ସାହୁ

ମଣିଷ ହଉକି        ପଶୁଟିଏ ହଉ        ସଭିଙ୍କୁ ଲାଗଇ ଭୋକ,ଅନ୍ୟର ଭୋକିଲା ପେଟକୁ ଦେଖିଲେ     ଲାଗେ ମତେ ଭାରି ଦୁଃଖ,,।।ବଡ କୋଠାଘର       ଧନ…

ବେଙ୍ଗ କହୁଅଛି ବେଙ୍ଗୁଲି ରାଣୀକୁ – ମିଥୁନ୍ ସାହୁ

ବେଙ୍ଗ କହୁଅଛି      ବେଙ୍ଗୁଲିରାଣୀକୁ        ମିତ ବସିବୁକି ସାଥିରେ ?,ଡେଟିଙ୍ଗ୍ ରେ ତତେ   ସମୁଦ୍ରକୁ ନେବି      ରାଜିହେଇଯା ତୁ ସତରେ,,।। ଛୋଟ ଚିଙ୍ଗୁଡିକୁ     …

ନାଆଁଟି ମୋର କଲମ – ମିଥୁନ୍ ସାହୁ

ଏମିତି ମୁଁ ଏକ       ଜିନିଷଟେ ଦେଖ        ନାଆଁଟି ମୋର କଲମ,ନୁହେଁ ଆଉ କିଛି    ଲେଖିବା ହେଉଛି       ଏହାହିଁ ମୋର କରମ,,।।କାଳୀ ଥିବାଯାଏଁ   …

ପିଲାଦିନ ସ୍ମୃତି – ମିଥୁନ୍ ସାହୁ

ଆଜିବି ଖୋଜୁଛି  ସେ ଅଭୂଲା କଥା         ପିଲାଦିନ ସ୍ମୃତି ସବୁ,ଦିନ ସରିଯାଏ       ରାତି ବିତିଯାଏ       ସେଇ କଥା ଭାବୁ ଭାବୁ,,।।କେତେ ମଜାମସ୍ତି    କରୁଥିଲୁ…

ମନ ଖୋଜେ ଖାଲି ତୁମକୁ – ମିଥୁନ୍ ସାହୁ

ମନ ମୋର ଆଜି   କରେ ଖାଲି ଜିଦି        ଦେଖିବା ପାଇଁ ତୁମକୁ,କେମିତି କହିବି     ଚାଲି ଯାଇଅଛ       ଭାଙ୍ଗି ତୁମେ ହୃଦୟକୁ,,।।ଅବୁଝା ଭାରି ଏ    ମନଟା…