ପ୍ରିୟପତ୍ର

ସାଇତି ରଖିଛି (ମୋ) ମନ ଆଇନାରେ ମୋ ପ୍ରିୟାର ପ୍ରିୟପତ୍ର ଆଖି ଯେବେ ପଡେ ମନ ଭରି ପଢ଼େ ଲାଗେ ଅଦ୍ଭୁତ.. ବିଚିତ୍ର ! ତା ତମେ ସମ୍ବୋଧନ ହୃଦ ଶିହରାଇ କରୁଥିଲା ଆନ୍ଦୋଳନ…

ହେ ସୁଯୋଗ

ହେ ସୁଯୋଗ ଥରେ ଯଦି ଆସନ୍ତନା ଆତିଥ୍ୟତା ଦେଇ କରନ୍ତି ତୁମକୁ ବଶ ଗ୍ରହଣ କରନ୍ତି ତୁମ ଅଯାଚିତ ଆଶିଷ ଦେଖାଇ ମୋ କର୍ତ୍ତୃତ୍ୱ ଏ ଭବ ସାଗରୁ ସଂଗ୍ରହ କରନ୍ତି ଅସୀମ ଦୁର୍ଲଭ…

ଦୂରଭାଷ

ବୁଦ୍ଧିଆ ବିଜ୍ଞାନୀ ଗ୍ରହାମବେଲ ସହି ଘାତ ପ୍ରତିଘାତ ଜନହିତ ପାଇଁ ଉଦ୍ଭାବନ କଲେ ସତ ଟେଲିଫୋନ ଯନ୍ତ୍ର । ବଳୟ ତାରରେ ପ୍ଲାଷ୍ଟିକ ରିସିଭର ବିନ୍ଦୁ ବିନ୍ଦୁ ଛିଦ୍ର ରଖି ବିଜୁଳି ଚାଳିତ ମେସିନ…

ହେ କଳାକାର

ହେ କଳାକାର ରଙ୍ଗମଞ୍ଚ ତ ତୁମ ସରଗପୁରୀ କର୍ମକୁ ଧର୍ମ ବରି ନିଶାକୁ ପେଶା କରି ଯେବେବି ଚଢ଼ ସ୍ୱପ୍ନର ମହଲ, ତୁମ ଅଭିନୟ ହୁଏ ଜୀବନ ଭୁଲିଯାଅ ସବୁକିଛି କିନ୍ତୁ ଭୁଲନାହଁ ତୁମ…

ପତ୍ର

କେଡେ ସୁନ୍ଦର ଏ ସବୁଜ ବନାନୀ ଦେଇଛି ନବ ଜୀବନ ଫୁଲ ଫଳ କାଣ୍ଡ ପତ୍ର ମୂଳ ଦେଇ ଜୀବନ୍ତ କରିଛି ପ୍ରାଣ। ବିଚରା ପତ୍ରଟି ଗଛ ହିତ ପାଇଁ କରୁଥାଏ ସଦା ଚିନ୍ତା…

ମାଧୁରୀ ଜଳ ଭଉଁରୀ

ହଳଦୀ ବର୍ଣ୍ଣର ସୂରୁଜ କିରଣ ଭାସି ଆସୁଥିବା ବେଳେ ଢେଲାଟିଏ କିଏ ମାରିଲା ଆତୁରେ ପଡିଲା ସମୁଦ୍ର ଜଳେ। ଆଘାତ କରି ସେ ସେ ଜଳରାଶିକୁ ରଚିଲା ଅଦ୍ଭୁତ ଖେଳ ଛିଟିକି ପଡିଲା ଆଖି…

ପାଠାଗାର

ବଞ୍ଚିବା ପାଇଁକି ଆବଶ୍ୟକ ଅର୍ଥ ସାଇତି ରଖିଛି ବ୍ୟାଙ୍କ ନିରାପତ୍ତା ପାଇଁ ରଖିଛି ସୈନିକ ସୀମାନ୍ତେ ଯୁଦ୍ଧର ଟ୍ୟାଙ୍କ। ମନ ଓ ଆତ୍ମାକୁ ଶୁଦ୍ଧ ରଖିବାକୁ ଗଢା ସିନା ଏ ମନ୍ଦିର ସରାଗେ ଜ୍ଞାନକୁ…

ସମ୍ପର୍କ

ତୁମେ ଯେବେ ଦିଅ ପୀରତିରେ ଛୁଆଁ ଭାବେନା ମୁଁ ସ୍ୱର୍ଗ ନର୍କ ପ୍ରେମ କୁଞ୍ଜବନେ ମଳୟ ତୂଳୀରେ ଲେଖେ ମୁଁ ଆମ ସଂପର୍କ। କେବେ ତୁମେ ପ୍ରେମୀ ବାହୁ ବନ୍ଧନରେ କେବେ ବନ୍ଧୁ ସ୍ପନ୍ଦନରେ…