ବିଚାର ଏବଂ ଚରିତ୍ର – ନରେଶ କୁମାର ବେହେରା

          ଏକ ମନୁଷ୍ୟର ଚିତ୍ରଣ ତାହାର ବିଚାରକୁ ନେଇ ହୋଇଥାଏ । ତାହାର ଚିନ୍ତା ହିଁ  ତା’ର ଗତିପଥ ତିଆରି କରିଥାଏ ଏବଂ ତଦ୍ୱାରା ସେ ଜୀବନର ପ୍ରତ୍ୟେକ ସ୍ଥିତି ଏବଂ ପରିସ୍ଥିତିକୁ ସାମ୍ନା…

ପାଣିଛାଇ – ନରେଶ କୁମାର ବେହେରା

ଡେଇଁଡେଇଁ ଆସିଲା ଘରଚଟିଆଟି ଆଞ୍ଜୁଳାଏ ପାଣି ପାଖକୁ ଯାହା ସଞ୍ଚିଥିଲା ଏଇ ଟିକିଏ ବର୍ଷାପରେ ରାସ୍ତାର ଖାଲୁଆ ମାଟିରେ… ହେଲେ ପିଇବା ଆଗରୁ ଦେଖିବାକୁ ଲାଗିଲା ସେ ପାଣିଛାଇରେ ନିଜକୁ ଜୀବନର କିଛି ବଞ୍ଚିଥିବା…

କବିତା ‘ଅାଜି ମୋ ଭାରତ’ ନରେଶ କୁମାର ବେହେରା

ଆଜି ମୋ ଅଖଣ୍ଡ ଭାରତ ବିଖଣ୍ଡିତ ଚିନ୍ତାଧାରା ସିଂହାସନ ଆଳରେ ଭିନ୍ନ ଭିନ୍ନ ମତ ହେଲେ, ହୁଅନ୍ତି ଯେ ବନ୍ଧୁ ନୈଶ୍ୟ ଭୋଜିରେ ସଭିଏଁ ଏକତ୍ର । କିଂକର୍ତ୍ତବ୍ୟମୂଢ ଏ ସମାଜ ଯାହା ସଜ୍ଞାହୀନ…

ପ୍ରତାରଣା – ନରେଶ କୁମାର ବେହେରା

ମୋ ଅଜାଣତରେ ତୁମେ କେବେ ଭଲ ପାଇବସିଲ ପାଗଳିପରି ସବୁଆଡ଼େ ଦେଣ୍ଡୁରା ପିଟିଲ, ପୁଣି, ଗଢିଦେଲ ସମ୍ପର୍କରେ ଏକ ଅଭୂଲା ପରିଚୟ॥ ଯାହା ପରଖିବାକୁ ଯାଇ ମାଗିଥିଲି ଚୁମାଟିଏ ତୁମେକିନ୍ତୁ ଢାଳିଗଲ ନିଜର ସର୍ବସ୍ଵ…

ପଢିବାକୁ ବେଳକାହିଁ? – ନରେଶ କୁମାର ବେହେରା

ଯୁଗବଦଳିଲାଣି ବହି ଆଇବୁକ୍ ହେଲାଣି ପାଠ୍ୟପୁସ୍ତକ ଭିଡିଓ ହେଲାଣି ଆଉ ପିଲେ ଡିଜିଟାଲ! ହେଲେ, ପଢିବାକୁ ବେଳକାହିଁ? ଇଣ୍ଟେର୍ନେଟ ଫ୍ରୀ ହେଲାଣି ଟିଭି ସିରିୟଲ ସବୁ ପ୍ରାଇମ୍ ହେଲାଣି ୱାଟ୍ସଆପ୍ ଫେସବୁକରେ ଦିନ ଗଲାଣି…

ଉପାଧି – ନରେଶ କୁମାର ବେହେରା

ଯୌବନର ରଜ୍ଜୁ ଘଷିଘଷି ସରିଗଲାପରେ, ସୌନ୍ଦର୍ଯ୍ୟର ତ୍ଵଚା ଅକାଳେ ଝଡିଗଲାପରେ , ବାକି ବା’ କ’ଣ ଅଛି? ପୁରୁଣା ତାଳପୋଥିରୁ ଓଲଟାଏ, ସେ ଭଙ୍ଗା–ଅଯୋଡ଼ା ସମ୍ପର୍କର ଅପ୍ରିତିକର କଥାସବୁ, ଅପରିଷ୍କାର ଫୋଟୋଫ୍ରେମ୍ ର କୁହୁଡ଼ିଆ…

କ୍ଷୁଦ୍ରଗଳ୍ପ ‘ନାୟିକାର ନାମ’ – ନରେଶ କୁମାର ବେହେରା

ମନେ ଅଛି ମୋର । ସେଦିନ ମୁଁ ଭୁବନେଶ୍ଵରରୁ ବ୍ରହ୍ମପୁରକୁ ଫେରୁଥାଏ। ଖଲିକୋଟ ଘାଟି ଚଢିବା ପୂର୍ବରୁ ଅନୁଧ୍ୟାନ କରୁଥାଏ ଚିଲିକାରାଣୀର ସେ ଅପରୂପ ସୌନ୍ଦର୍ଯ୍ୟ । ପୂର୍ବରୁ ଟିକେ ଟିକେ ବର୍ଷା ହୋଇ…

ଭକ୍ତି – ନରେଶ କୁମାର ବେହେରା

ଅନାବଶ୍ୟକ ତୁମର ସେଅଯଥା ଆଡମ୍ବରଯାହା ତୁମେ କରସେ ଭଗବାନଙ୍କ ପ୍ରାପ୍ତି ବା ଦର୍ଶନାର୍ଥେ…କେବଳ ଏକାନ୍ତ ଧ୍ୟାନକୈନ୍ଦ୍ରିକ ହିଁଯଥେଷ୍ଟ । ତୁମର ଯାହା ସବୁ ଏ ପାର୍ଥିବନିରର୍ଥକତୁମେ, ତୁମର ସବୁକିଛି ତସେ ପୂର୍ବଜନ୍ମର,ଆଉ, ଯାହା ତୁମ…