କ୍ଷୁଦ୍ରଗଳ୍ପ – ବିଶ୍ଵ ନିୟନ୍ତାଙ୍କୁ ପତ୍ର – ନିବେଦିତା ମହାପାତ୍ର

ହେ ବିଶ୍ବ ନିୟନ୍ତା, ମୋ ହୃଦୟର ଗଭୀରତମ ପ୍ରଦେଶରୁ ଆପଣଙ୍କୁ ପ୍ରଣିପାତ ଜଣାଉଛି।ଏ ସୁନ୍ଦର ସୃଷ୍ଟିର ରଚନା କରି,ମାନବଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇ ଆପଣ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି।ଆପଣ ସଂସାରରେ ମାନବକୁ ଦିବ୍ୟଜ୍ଞାନର…

ପ୍ରବନ୍ଧ – ତସ୍ମୈଶ୍ରୀ ଗୁରବେ ନମଃ – ନିବେଦିତା ମହାପାତ୍ର

“ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନଞ୍ଜନା ଶଳାକାୟଚକ୍ଷୁରୁନ୍ମିଳିତଂ ଯେନ ତସ୍ମୈଶ୍ରୀ ଗୁରବେ ନମଃ॥”ଭାରତୀୟ ସଭ୍ୟତାର ପାଞ୍ଚୋଟି ମୁଖ୍ୟ ସ୍ତମ୍ଭ ହେଉଛି ଗୋ,ଗଙ୍ଗା,ଗୁରୁ,ଗୀତା,ଗାୟତ୍ରୀ।ଯାହାକୁ ଆଧାର କରି ବହୁ ପ୍ରାଚୀନ କାଳରୁ ଏହି ସଭ୍ୟତା ଅଦ୍ୟାବଧି ସୁଦୃଢ ହୋଇ ଠିଆ…

କବିତା – ପଲିଥିନ୍ ଦେବା ଦୂରେଇ – ନିବେଦିତା ମହାପାତ୍ର

ଆସରେ ଆସ ମୋର ଭଉଣୀ ଭାଇମିଳିମିଶି ସୁନ୍ଦର କରିବା ଭୂଇଁପରିବେଶକୁ ସ୍ବଚ୍ଛ ରଖିବା ପାଇଁପଲିଥିନକୁ ଆମେ ଦେବା ଦୂରେଇ॥(୧) କି ରୂପେ ଗଢିଥିଲା ତାକୁ ବିନ୍ଧାଣିଅଗ୍ନିରେ ଜାଳିଲେ ସେ ଦଗ୍ଧ ହେଉନିମୃତ୍ତିକାରେ ନାହିଁ ସେ…

ଧ୍ଵଂସ ହେଉଛି ଐତିହ୍ୟ – ନିବେଦିତା ମହାପାତ୍ର

ମର୍ତ୍ତ୍ଯ ବୈକୁଣ୍ଠ ନାମରେ ବିଦିତ ଆମରି ଶ୍ରୀକ୍ଷେତ୍ର ଧାମବିଶ୍ବ ପର୍ଯ୍ୟଟନେ ସ୍ବର୍ଣ୍ଣାକ୍ଷରରେଲିପିବଦ୍ଧ ତାର ନାମ।ାଯୁଗ ଯୁଗର ଐତିହ୍ଯ ରାଜିକୁବକ୍ଷରେ ଜାବୁଡି ଧରିବଡ ଶରଧାରେ ଭକତ ଜନଙ୍କୁଡାକୁଛି ସେ ହାତ ଠାରି ।ାପୁରାତନ କେତେ ଗାଥା…

ମୁଁ ଶାନ୍ତିର ପ୍ରତୀକ ଧଉଳି – ନିବେଦିତା ମହାପାତ୍ର

ଦୟାନଦୀ କୂଳେ ଅବସ୍ଥାପିତ ମୁଁ କେଉଁ ସୁଦୂର ଅତୀତରୁ କାଳସ୍ରୋତରେ ପ୍ରବାହିତ ହୋଇଛି ଅନେକ ଗାଥା ଓ ଘଟଣା। ତଥାପି ସ୍ମୃତିପଟଳେ ଉଜ୍ଜିବିତ ବିଗତ ଦିନର ଗୌରବ ନିର୍ବାକ ଅଧଃପତିତ ମୃତପ୍ରାୟ ନିଶ୍ଚଳ ଭାବେ…

ସ୍ନାନ ମଣ୍ତପରେ ଶ୍ରୀଜିଉ – ନିବେଦିତା ମହାପାତ୍ର

ପରଂବ୍ରହ୍ମ ପ୍ରଭୁ ସେତ ନିଳାଦ୍ରି ବିହାରୀ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଏ ଆଦ୍ୟ ଯାତ୍ରା ତାଙ୍କରି। କିଅପୂର୍ବ ଲୀଳା ଲାଗିଛି ଶଙ୍ଖ କ୍ଷେତ୍ରରେ  ଶରଧା ବାଲି ଉଛୁଳେ ଭକ୍ତ ଗହଳିରେ। ନିତ୍ୟ ପ୍ରଭାତେ କରନ୍ତି ପ୍ରତିବିମ୍ବ…

ଶ୍ରୀହୀନ ହେଇଛି ଶ୍ରୀକ୍ଷେତ୍ର – ନିବେଦିତା ମହାପାତ୍ର

ପୁରୁଷୋତ୍ତମ କ୍ଷେତ୍ରକୁ ଏକି ବିପତ୍ତି ଆସିଲା ଭୌଗଳିକ ରୂପରେଖକୁ ତାର ବଦଳାଇ ଦେଲା। ଶ୍ରୀହୀନ ପାଲଟିଯାଇଛି ଦେଖ ଶ୍ରୀକ୍ଷେତ୍ର ଆଜି ଫଣିର କରାଳ ସ୍ପର୍ଶରେ ସବୁଯାଇଛି ହଜି। ଗୁଆଆମ୍ର ନାରିକେଳ ଆଦି କେତେ ବୃକ୍ଷରାଜି…

ଫେରିଆସ କଳା କହ୍ନେଇ – ନିବେଦିତା ମହାପାତ୍ର

ନନ୍ଦରାଜା ସୁତ ତୁମେ କଳା କହ୍ନେଇ ଦଧି ଲବଣୀର ମୋହ ମନୁ ଭୁଲେଇ ମହୋଦଧି କୂଳେ ଶ୍ରୀ ମନ୍ଦିର ଗଢେଇ ବିରାଜିଲ ଶୂନ୍ୟ ବ୍ରହ୍ମ ରୂପକୁ ନେଇ। ୧ ଧୂଳିଖେଳ ସାଙ୍ଗ ସାଥୀ ଛାଡି…