ଶିଶୁ କବିତା – ନାଆଁଟି ଅଟେ ମୋ’ପାଣି – ନିରାକାର ଚଇନି

ଗାଡିଆ ପୋଖରୀ ନଦୀ ନାଳ ସମୁଦରକୂଅ ନଳକୂଅ ମାଟିତଳେ ମୋର ଘର ନାଆଁଟି ଅଟେମୋ’ ପାଣିନୀରୋଗ ରଖେ ମୁଁ ସବୁରି ଦେହକୁ ପିଇଲେ ଫୁଟେଇ ଛାଣି। ସାରା ଦୁନିଆରେ ଯାଗା ମୋର ତିନି ଭାଗରାତିଟି…