ବଙ୍କୁଲିବାଡି – ନିର୍ମଳ କୁମାର ଦଳାଇ

ବଙ୍କୁଲିବାଡିଟା ସବୁବେଳେ ନୀରବ ତଳକୁ ମୁଣ୍ଡ ନୁଆଁଇକେତେ କଣ ଭାବୁଥାଏ,ସତେଯେମିତି ଘରର ସବୁ ଭାର ତା’ଠିଅହରହ ଘରକୋଣରେ ପଡିଥାଏନା ଅଭିଯୋଗ ନା ଅଭିମାନ,ଚାକଚକ୍ୟ ଭିତରେ ତା’କୁ କିଏବା ଲୋଡେ ।ଯେମିତି ଘରର ବୁଢା ମଣିଷଟି…