ଜୟ ମାଗୋ ସମଲେଇ – ଘନଶ୍ୟାମ ସାହୁ

ଜୟ ମାଗୋ ସମଲେଇ ବିପଦ ଭଞ୍ଜିନୀସାହା ହେଇ ଥିବୁ ମାଗୋ ଅଭୟ ଦାୟିନୀ ।।୦।ଗହଗହ ମହମହ ଭକତର୍ ଗହଲିଆସିଛୁ ମା ତୋର୍ ପାଶେ ଗୋ ଧରି ଭୁଗ୍ ଥାଲି ଆଜି ଆମର୍ ନୂଆ ଖାଇସାଙ୍ଗ୍…

ଆସ ନୂଆ ଖାଇବା – ସଦାନନ୍ଦ ସାହୁ

ପଶ୍ଚିମ ଉତ୍କଳେ ସମଲାଇ ହସେ ଶୁଭ ଆଶୀର୍ବାଦ ଦେଇ ; ସମୃଦ୍ଧି ବିଜୟ ଏଗଣ ପରବ ଆଜି ଶୁଭ ନୂଆ ଖାଇ !! ପୁର ପଲ୍ଲୀ ଠାରୁ ସହର ବଜାର ସବୁଠି ପରବ ପ୍ରୀତି…

ନୂଆଖାଇ – ଅନାମ ଚରଣ ସାହୁ

ବରଷକେ ଥରେ ଆସିଛି ଧରାରେନବାନ୍ନ ଭକ୍ଷଣ ଯୋଗଗୃହ ଇଷ୍ଟଦେବୀ ଲକ୍ଷ୍ମୀ ଠାକୁରାଣୀଲଗାଇବା ନୂଆ ଭୋଗ।୦। ମାତା ବସୁମତୀ ଆଶୀର୍ବାଦ କରିକ୍ଷେତରେ ଫଳାଏ ସୁନାତାଙ୍କରି ପୟରେ ପ୍ରଣତି ଢାଳରେଉଡୁଥାଉ ଜୟ ବାନାଅନାହାରେ କେହି ନ ରହନ୍ତୁ…

ନୂଆଖାଇ ଆସିଛି – ସସ୍ମିତା ସାହୁ

ବର୍ଷକୁ ଥରେ ଆସିଛି ଦେଖପରବ ନୁଆଁ ଖାଇ ,ବଜାରେ ବଜା ଢୋଲିଆ ବଜାଝୁମିବା ନାଚି ଗାଇ IIଗଣପରବ ଅଟଇ ଏହାପଶ୍ଚିମ ଓଡ଼ିଶାର ,କୃଷିଭିତ୍ତିକ ପରବ ଅଟେପାଳେ ସାରା ପରିବାର IIଭାଦ୍ରବ ରୁଷି ପଞ୍ଚମୀ ଦିନଏ…

ନୂଆଖାଇ – କାର୍ତ୍ତିକେଶ୍ଵର ସାହୁ

ଓଡ଼ିଆ ସଂସ୍କୃତି ମାଟି ମହକରଆଉ ଏକ ପରମ୍ପରାନୂତନ ଆଗ୍ରହ ନୂତନ ଉତ୍ସାହମନ କିଣା ଭାବଧାରାପାର୍ବଣର ଏହି ପବିତ୍ର ମୂହୁର୍ତ୍ତେସଂସ୍କୃତିର ବାର୍ତ୍ତା ନେଇକେତେ ଆଶା କେତେ ଖୁସି ଆଣି ଆଜିଆସି ଅଛି ନୂଆଖାଇସାରା ବରଷର ହାଡ଼ଭଙ୍ଗା…

ନୂଆଖାଇ ଜୁହାର – ସରୋଜ କୁମାର ଜେନା

କେଡ଼େ ସରାଗରେ ନୂଆ ଖାଇ ଆସିଛି ସାରା ରାଇଜ ଖୁସିରେ ହସୁଛି , ମହାନଦୀ କୂଳରେ ମା ମୋର ବସିଛିମା ସମାଲାଇ ମୁରୁକି ହସୁଛି , ..।ନୂଆ ହାଣ୍ଡିରେ ଭାଜି ଥାଉ ନୂଆ ଧାନଚୁଡ଼ା…

ଆମର୍ ପରବ୍ – ଘନଶ୍ୟାମ ସାହୁ

ରସରକେଲି ବୋସମ୍ବଲପୁରର୍ ଶୀତଲ୍ ଷଷ୍ଠୀ ଦେଖି ଯିମା ବେଗେ ରେଦେଖି ଯିମା ବେଗେବିହାହେବେ ଭୁଲା ବାବା ମା ପାର୍ ବତୀର୍ ସାଙ୍ଗେବାଜୁଥିବା ଦୁଲ୍ ଦୁଲି ମହୁରୀନାଚ୍ ମା ବାବାର୍ ଆଗେରସ ଯା ଚାଲିଯା ରେବାହାର୍…

ନୂଆଁଖାଇ – ଫିରୋଜ୍ କୁମାର ପଟେଲ

ନାଇଁ ଆସୁ ଯେକେତେ ନୁରା ଲାଗ ସି !ଆସ ନ ଦେଖବୁ ଥରେଶାଗୁଆ ମିସ୍ ମିସ୍ ଧାନ ଖେତେକେନ୍ତା ମାରସି ଖୁସିର୍ ଲହରୀ..କେନ୍ତା ପୋ କେ ଦେଖୁନ କିବୁଢ଼ୀ ମାଁ ର୍ ଆଁଖି ନୁଖୁସିର୍…