ମା’ର ଆଗମନ – ପବିତ୍ର ଦାସ

ଆକାଶର ଶୁଭ୍ର ନୀଳିମାରେଖଣ୍ଡ ଖଣ୍ଡ ବାଦଲମାନଙ୍କର ପଟୁଆରଭାସୁଛନ୍ତି ଦଳଦଳ ହୋଇଆକାଶର ହ୍ରଦରେ ।। ଏଇ ତ ମନେହେଉଛି ସତେଭୋଦୁଅର ଉପହାରମା’ ଆସିବାର ବେଳ ହେଲାଣି ସନିକଟନଦୀ ତଟରେ ହସରୋଳଲାଗିଛି ଦେଖ କାଶତଣ୍ଡୀଙ୍କର ଗହଳସବୁଠି ଚଳଚଞ୍ଚଳ…

ପ୍ରଭୁ ନାରାୟଣ – ପବିତ୍ର ଦାସ

ତୁମେ ପ୍ରଭୁ ଜଗନ୍ନାଥ ଜଗତ ଠାକୁର କରୁଣା ସାଗର ତୁମେ ଅନାଦି କାରଣ ।। ତୁମେ ଥିଲେ ପାସେ ମୋର ଲୋଡାନାହିଁ କିଛିକିସ ପାଇଁ ଖୋଜିବି ମୁଁ ଅନ୍ଯର ପରିଧି ।। ଦେଇଅଛ ସବୁକିଛି…

ଆଖି – ପବିତ୍ର ଦାସ

କଳା ଓ ଧଳା ରଙ୍ଗ ମିଶା ଦୁଇ ଆଖି ଆଉ ତା’ ଉପରେଇନ୍ଦ୍ରଧନୁ ପରି ଦୁଇ ଭ୍ରୃଲତା ।।ମଣିଷର ସବୁ ଅବୟବ ଭିତରେବୋଧହୁଏ,ଅତି ସୁନ୍ଦର ଆଉ ମନୋରମା ଦିଶୁଥାଏସବୁବେଳେ ଏଇ ଦୁଇଆଖିଯୋଡା ।।ଓଠକୁହା କଥା…

ମନ – ପବିତ୍ର ଦାସ

“ମନ ଫରୁଆରେ ସାଇତିଥିବା ମନଟା ଫୁର୍ କିନା ଉଡି ହୋଇଯାଏ, ଉଡଙ୍ଗ ଛୁ… ପଲକରେ ଓଲଟିଯାଏ,ସ୍ବର ତା’ର ପରିବର୍ତ୍ତିତ ସ୍ରୋତରେ ଭାସି ଭାସି ଲାଗେ ଯାଇ ଠିକଣା ଜାଗାରେ ।। ମନ ସହ ମନ,ମିଶି…

ଚେତନାର ଉନ୍ମୀଳନ – ପବିତ୍ର ଦାସ

ଆଖି ଆଗରେତୁମର ଚିତ୍ରଛବିଝୁଲୁଥାଏ ସେ…ଶୂନ୍ୟତାର କାନ୍ଥରେ ॥ମୁଁ କାଳେ ଚେହେରାଟାଭୁଲିଯିବି ବୋଲିସେଥିପାଇଁ ବୋଧହୁଏତମେ ମୋ ଚେତନାରୁଜମା ବି ହଜି ଯାଅନି ॥ଆଲାରାମ ଘଣ୍ଟାପରିତମେ ସବୁବେଳେମତେ ସଚେତନ କରାଇଦିଅ,ମୋ ଚେତନାକୁ ଦୋହଲାଇବା ପାଇଁବୋଧହୁଏ ତୁମେ ଆସମୋ…