ମହୀ ମଣ୍ଡଳରୁ ବାରିର ଅସ୍ତିତ୍ବଧୀରେ ଧୀରେ ଲୋପ ପାଉଛିଭୁଗର୍ଭସ୍ଥ ଜଳ ସଙ୍କୁଚିତ ପୁଣିବେଳୁହିଁ ସୂଚାଇ ଦେଉଛି ! ସତର୍କର ଘଣ୍ଟି ବାଜି ସାରିଲାଣିହାହାକାର ଶୁଭେ ଧରାରେଜଳ ପାଇଁ …

ହେବା ସଚେତନ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

କହିବୁକି ଥରେ ଏମାୟା ସଂସାରେ କାହିଁକି ହୋଇଛୁ ଛନ୍ଦିମିଛ ଏଦୁନିଆ ମିଛ ଦିଆନିଆ ଦୁଇ ଦିନପାଇଁ ବନ୍ଦି !! କର୍ମଫଳ ତୋତେ ଆଣିଛି ଧନରେ ମାୟା ସଂସାରକୁ …

ଜୀବନ ଦର୍ଶନ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଅପେକ୍ଷାର ଅନ୍ତେ ଆସିଛି ଆଜିହିନ୍ଦୁ ନବ ବର୍ଷ ସାଥୀଆଶା ବି ଅନେକ ମନେ ଉଙ୍କିମାରେଉଡି ଯାଏ ମନ ପକ୍ଷୀ ! ବସନ୍ତ ଛୁଆଁରେ ସବୁଜ ବନାନୀକୄଷ୍ଣଚୂଡା ସାଥେ …

ଆସିଛି ନୂଆ ବରଷ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଦିନଥିଲା ଠିକ୍ ଠାକ୍ ଥିଲା ସବୁକିଛିୠତୁମାନେ ନିରଵଛିନ୍ନ ଭାବେଅଜାଡି ଦେଉଥିଲେ ଖୁସିର ସମ୍ଭାରପୁଲକିତ ହେଉଥିଲା ପ୍ରତିଟି ମୁହୂର୍ତ୍ତଆଜିକିନ୍ତୁ ସେସବୁ କେଉଁଠି ଲୁଚିଯାଇଛି ! ଖାଁ ଖାଁ ଲାଗୁଛି …

ଏଇ ସେବେଳ ଆସି ଯାଇଛି – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଦୁଃଖୀ ଦରିଦ୍ରଙ୍କ ଦୁଃଖ ହରୁ ବୋଲିଜଗତେ ପଡ଼ିଛି ହୁରିତଥାପି କାହିଁକି ମଉନେ ବସିଛୁଲଗାଇ ଭକତ ଡୋରୀ ॥ ତୋର ଦରଶନେ ଆସିଛି ଜଗାରେଶୁଣିନେ ଗୁହାରି ମୋରମୋ ଭାଗ୍ୟରେ …

ଜଗାରେ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଯେଉଁ କାଗଜରେ ଲେଖୁଥିଲି ଚିଠିସ୍ମୃତିକୁ ସାଉଁଟି ଦିନେ…….!ପାଉ ନାହିଁ ସେହି ସାଇତା କାଗଜଦେଖୁନି ଆଉ ସପନେ…….! ଆଶା ଅସୁମାରୀ ଯାଇଛି ସେ ମରିପ୍ରୀତି ପାରାବାର ସୁପ୍ତ……!ସିଞ୍ଚିବକି ତମେ …

ଅନୁରାଗୀ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »