ଗଢିଚି ବିଧାତା ସୃଷ୍ଟି ରଚୟିତାଜଗତର ହିତ ପାଇଁଖୋଲେନାହିଁ କେବେ କୋହର ଗଣ୍ଠିଲିଦୁଃଖ ଅନୁତାପ ସହି ! ହୁଏ ନାହିଁ କେବେ ମନ ବିଚଳିତହୃଦୟେ ଲୁଚାଏ କୋହପରକି ଆପଣା …

ନାରୀ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ରଙ୍ଗର ପସରା ସଙ୍ଗେ ନେଇ ପୁଣିଆସିଛି ଫଗୁଣ ହୋଲିସରାଗରେ ଥରେ ବୋଳିଦିଅ ରଙ୍ଗସବୁ ହେଇଯିବ ନାଲି !! ମନରେ ରଖିଛ କି’ଅବା ଭୁଲିଛରଙ୍ଗଭରା ସେଇ ଦିନବୋଳିଥିଲି ସାତ …

ସାତ ରଙ୍ଗର ସପନ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଫଗୁଣର ଶୋଭା ଥିଲା ମନଲୋଭାଲାଗୁଛି ହଜି ସେ ଯାଇଛିଧରଣୀ ବୁକୁରୁ କିଏ ଆଜି ସତେରଙ୍ଗ ସବୁ ଲୁଟି ନେଇଛି !! ସଜ ସଜ ଫୁଲ ଫୁଟି ଉପବନେଭରି …

ଫଗୁଣର ବିଳାପ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଭାଷା ପରିଧି ର ସୀମା ଡେଇଁ ଚାଲପହଞ୍ଚାଇ ଦେବା ସୁଦୂରେଆସ ଭାଇ ମୋର ଆସ ସହୋଦରକାହିଁକି ବସିଛ ଅଧୀରେ !! ଉଠାଅ କଲମ ଲେଖିଦିଅ ଥରେଭୁଲି ଯାଅନାହିଁ …

ମାତୃ ଭାଷାର ସ୍ୱର – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଭରା ବଉଳର ପହିଲି ଛୁଆଁରେଆସିଚି ଧରାକୁ ବସନ୍ତନାହିଁ ତା’ଦେହରେ ସବୁଜ ବନାନୀକୋଇଲି ଗାଉନି ସଙ୍ଗୀତ !! ବିବର୍ତ୍ତନ ଦେଖ ଘଟି ଚାଲୁଅଛିମୃଦୁ ମଳୟବି ବହୁନିସୁଲୁ ସୁଲୁ ବହି …

ବସନ୍ତ ହଜିଛି – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ପବିତ୍ର କୁମାର ନାୟକକେଲୁଆପଲ୍ଲୀ, ଗଞ୍ଜାମ କାଶତଣ୍ଡି ଫୁଲରକୋମଳ ଶଯ୍ୟା କୁ ତେଜିଧରାକୁ ପଦାର୍ପଣ କରିଛି ଶୀତ….!ମେଞ୍ଚା ମେଞ୍ଚା କୁହୁଡ଼ି ର ଆବରଣ ନେଇବିନ୍ଦୁ ବିନ୍ଦୁ ଶିଶିର ର …

ଶୀତର ଆଳାପ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »