ଅସହ୍ୟ ତାତିରେ ଧରା ଥର ହରନିଦାଘ ଛୁଇଁଛି ଧରଣୀ କୂଳସୂରୁଯ ହସଇ ସକାଳରୁ ସଞ୍ଜଲୁଚକାଳି ଖେଳେ ବଉଦ ମାଳ ! ଟାଇଁ ଟାଇଁ ଖରା ସିଝାଏ ଦେହକୁଛାଇ …

ଗ୍ରୀଷ୍ମ ଛୁଇଁଗଲା ପରେ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଛାତି ତଳେ ଯେବେ କୋହର ବଉଦଘୋଟି ଆସେ ଅଦିନରେବିଚଳିତ ମନ ଆନମନା ହୁଏଲହୁର ଲୋତକ ଝରେ ! ମନତଳେ ଯେବେ ଲାଗିଯାଏ ନିଆଁହଜିଯାଏ ସୁଖ ଶାନ୍ତିପଲକରେ ସବୁ …

କୋହ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ବୈଶାଖର ଝାଞ୍ଜି ଅବିରତେ ବହେବରଷାର ଦେଖା ନାହିଁଅଳପ ବରଷି ବଉଦ ରୁଷିଛିଅଭିମାନ ଛାଡୁ ନାହିଁ ! ସପନ ସାଜିଛି ସେକାଳ ଝଡି ଯେଅଦିନେ ଆସଇ ଝଡ଼ଧାରା ଶ୍ରାବଣର …

ପ୍ରକୃତିର ବିଳାପ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଲିଭି ଲିଭି ଯାଏ ଜୀବନ ସଳିତାସରୁଛି ଆୟୁଷ ତୋରକାହାଲାଗି ଧନ ବାନ୍ଧିଛୁ ବଟୁଆଆସି ଗଲାଣି ସେ ବେଳ !! ମିଛ ମାୟା ଏଇ ସଂସାରଟା ଦିନେଦେଇଯିବ ବାବୁ …

ଜୀବନ ଦର୍ଶନ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ତମେ ନିଶବ୍ଦ ନିଶିର ସ୍ବପ୍ନ ପାଲିଙ୍କିରବିଚଳିତ ସ୍ବପ୍ନ ଟିଏମୁଁ ନିରୁତ୍ତର ସାଜି ରାତି ଉଜାଗରେତୁମ ମୁହଁ ଦେଖୁଥାଏ !! ତମେ ଶରତ ସକାଳ କୁହୁଡ଼ି ସାଜିଣଢାଙ୍କିଦେଲ ସାଥୀ …

ଅନୁରାଗୀ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

କ୍ଷଣକେ ଘୋଟିଲା କଳା ବଉଦଟା ପବନ ବହିଲା ତୁହାକୁ ତୁହାବରଷି ଗଲାସେ ଆକାଶ ବୁକୁରୁ ଦେଇଗଲା ମନେ ଶୀତଳ ଛୁଆଁ ! କୋଉଠି ଥିଲା ସେ ଅଣଚାଶ …

କାଳ ବୈଶାଖୀ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »