ବୈଶାଖର ଝାଞ୍ଜି ତମେ ଅନୁରାଗୀ ଚଇତି ବୁକୁରେ ଶରତ ଛୁଆଁଜ୍ୟେଷ୍ଠର ନିଦାଘେ ଶୀତଳ ସମୀର ଛୁଇଁଗଲେ ଦେହେ ଲାଗଇ ନିଆଁ ! ବିନା ଶ୍ରାବଣରେ ଅବିରତେ ଝରେ …

ଅନୁରାଗୀ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଆଉ ନାହିଁ ସେହି ଜହ୍ନଭରା ରାତିଚାନ୍ଦିନୀ ଢ଼ାଳୁନି ନିଶି ଅଧରେ,କୋଇଲିର ସେହି ମିଠା ମିଠା ତାନଶୁଭୁନାହିଁ ପାଶ ଆମ୍ର କୁଞ୍ଜରେ ! ଦିନମଣି କରେ ଅଗ୍ନିର ବରଷାବହୁନାହିଁ …

ବିଳାପ ଧରଣୀର – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

କ୍ଷଣସ୍ଥାୟୀ ତୋର ଜୀବନ ଜୁଆରତଥାପି ଅମାପ ଆଶାକାହିଁକିରେ ମନ ଭୁଲି ରାତି ଦିନଜିଇଁବାର ଏତେ ନିଶା ! ସପନରେ ମଜ୍ଜି ଯାଇଛୁ ତୁ ହଜିତୁଚ୍ଛା ପାଇଁ ମୋର …

ଜୀବନ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ତମେ ଗୋଧୂଳି ସଞ୍ଜ ଦୂର ଦିଗବଳୟମୁଁ କୁହୁଡ଼ି ତଳର ଶଶୀପ୍ରୀତି ପାରାବାରେ ଉର୍ମି ତମେ ପ୍ରିୟାମୁଁ ଶୀତ ଶିହରଣ ନିଶି ! ତମେ ପୂନେଇଁ ଚାନ୍ଦର ଜୋଛନା …

ସମ୍ପର୍କ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଯେଉଁଠି ସକାଳୁ ସୂରୁଜ ହସଇ ସଂଧ୍ୟାରେ ଝରେ ଶିଶିର ଓଳି ତଳୁ ଝରି ଛୋଟିଆ ଝରଟି ପାଲଟେ ସ୍ରୋତ ପ୍ରଖର.!ସେଇ ଛୋଟ ଗାଆଁ ମୋର…..! ଯେଉଁ ଗାଆଁ …

ସେଇ ଛୋଟ ଗାଆଁ ମୋର – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »