ଗର୍ବିତ କାହିଁକି ମଣୁଅଛେ ଆମେ ଯେଉଁଠି ସୁରକ୍ଷା ନାହିଁବାହାପିଟୁ ଆମେ ଦୁନିଆ ଆଖିରେ ନାରୀତ୍ୱର ଗାଥା ଗାଇ ! ଭାବଥରେ ତୁମେ ନୁହେଁ କି ଭଗିନୀ ନୁହେଁକି …

ବ୍ୟବଛେଦ ଗଣତନ୍ତ୍ରର – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ହୃଦୟ ସାଗରେ ବିରହର ଢେଉବହି ଆସେ ଅସୁମାରିମନ ବେଦନାରେ କୋହ ଧୀରେ ଧୀରେଝରାଏ ଅଶ୍ରୁର ବାରି !! ଅମାନିଆ ଆଖି ମାନେ ନାହିଁ କିଛିଲୁହର ଅକୁହା ଭାଷାଝର …

ଲୁହ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ପୁରି ଉଠିଲାଣି ବନ ଓ ବନାନୀଧରଣୀ ସାଜେ ରଙ୍ଗଣୀ..ପ୍ରସ୍ଫୁଟିତ ଫୁଲେ ଭ୍ରମର ଉତ୍ଫୁଲେବିଚରି ଗାଏ ରାଗିଣୀ ! ବଉଳ ବାସୁଛି ଚଇତି ଛୁଇଁଛିପ୍ରକୃତି ଯେ ପୁଲକିତତରୁ ଲତା …

ବସନ୍ତ ସ୍ପର୍ଶରେ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଜରାନିବାସ ରେ ଛଟ ପଟ ମନନେଇ ଯାଅ ତୁମ ପାଶେଇଚ୍ଛା ନାହିଁ ଆଉ ନିତି ନିତି ମରିବଞ୍ଚିବା ଜରା ଉଆସେ !! ନିଶବ୍ଦ ମୁହୂର୍ତ୍ତେ ଆସିବ କି …

ହେ ମୃତ୍ୟୁ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »

ଭାଙ୍ଗି ଯାଇଥିଲା ହୃଦୟ ଟା ପ୍ରିୟାଘୋଟି ଥିଲା ଅମା ରାତିତୁମେ ହିଁ ଆଣିଲ ଉଷାର ଆଲୁଅଜୀବନରେ ମୋର ସାଥୀ !! ଝରି ପଡୁଥିଲା ନୟନୁ ଲୋତକଅବିରତେ ବର୍ଷ …

ଅନୁରାଗୀ – ପବିତ୍ର କୁମାର ନାୟକ ବିଷୟଟି ଆଗକୁ ପଢନ୍ତୁ »