ଅକାଳ – ଅଧ୍ୟାପକ ପବିତ୍ର ମୋହନ ଦାଶ

ମରୁଡ଼ି ପଡ଼େନାମେଘମାନଙ୍କ ଆକ୍ରୋଶରେମାଟି ବିଦୀର୍ଣ୍ଣ ହେଲେ ,ଉଠିଆର ସମ୍ଭାବନା ମଲେ ,ମରୁଡ଼ି ଓହ୍ଲାଏଯେତେବେଳେ ପୋକ ଚରି ଯାଆନ୍ତିକଳ୍ପନାର ବିହନରେ । ଅସଲ ଅକାଳ ଆସେଯେତେବେଳେ କହିବାକୁ କୁଳାଏନି ସାହସବେସର ଖାଉଁ , ଖାଉଁ ମହୁରଥର…

ବୋକା

ପବିତ୍ର ମୋହନ ଦାଶ, ଇଂରାଜୀ ଅଧ୍ୟାପକଶାସ୍ତ୍ରୀ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ, ବାଲିପୁଟ, ପୁରୀ ବୋକା ହୋଇ ଜନ୍ମିଥିଲିସେମିତି ରହିଗଲି ଚିରକାଳ । ଶବମାନ ବ୍ୟବଚ୍ଛେଦ କରିଖୋଜି ବସିଲି ହୃତସ୍ପନ୍ଦନମଣିଷ କହି ଅମର୍ଯ୍ୟାଦା କଲି ଅବତାରଙ୍କର…