ବରଷକେ ଥରେ – ପଦ୍ମାଳୟା ମିଶ୍ର

ଆସୁଛି ଆସୁଛି ବୋଲି ଉତ୍କଣ୍ଠା ଭରି ସଭିଏଁ ହୁଅନ୍ତି ସଜ ବରଷକେ ଥରେ ଆସି ଘରେ ଘରେ ମଉଜ ଆଣିଛି ରଜ । ପିଠା ମିଠା ପାନ କୁଆଁରୀ ଛନଛନ ମହକେ ଘର ଅଗଣା…

ଗାମୁଛା – ପଦ୍ମାଳୟା ମିଶ୍ର

ଧୋତି ଆଉ ଲୁଙ୍ଗି ଆମ ଘରେ କେବେ ଠାରୁ ଅଳଗୁଣିର ଗୋଟେ କଣରେ ପଡି ପଡି କୋଚଟ ମଇଳା ହେଇ ସାରିଲେଣି । ଗାଁ ଟପି ବାହାରକୁ କିଛି କାମରେ ଗଲେ ବାପା ଆଉ…

ଭାଗ୍ୟ – ପଦ୍ମାଳୟା ମିଶ୍ର

ତୁମ ବିନା ସାଥୀକାନ୍ଦଇ ହୃଦୟନୟନୁ ଝରଇ ଲୁହଫେରିଆସି ଥରେଦେଖିଯାଅ ନିଜେଜଳାଏ ମତେ ବିରହ। ଆଶା ନଦୀ ତୀରେତୁମରି ନାମକୁଲେଖୁଛି ନିତି ଯତନେଅମାନିଆ ଢେଉପୋଛି ଦିଏ ପଛେରହିଯାଅ ତୁମେ ମନେ। କା ଆଗେ କହିବିମୋ ମନ…