ଲାଗେ ଯେମିତି ଏକା ଏକା – ପରମାନନ୍ଦ ନାୟକ

ଅଝଟିଆ ଶ୍ରାବଣୀ ତୁ ଏତେ ଅଝଟିଆ  ତୋର ପ୍ରିତି ବରଷାରେ ମନେ ଢାଳୁ ନିଆଁ ।ସେ ନିଆଁ ରେ ପୋଡି ହୁଏ, ମୁଁ ଏକା ଏକା ।।ସଞ୍ଜ ଅବା ସକାଳରେ ଅବା ଶିତୁଆ ରାତିରେମନେ…