କ୍ଷୁଦ୍ରଗଳ୍ପ – ଶେଷ ଗୁରୁବାର – ପରମିତା ମିଶ୍ର

ରାତି କଣେ ନ ପାହୁଣୁ ଆଜି ବୋଉ ମତେ ଉଠେଇ ସାରିଲାଣି । ମାଣବସା ଗୁରୁବାର ଆଜି । କେତେ କାମ ଅଛି । ବୋଉ କାନେ କାନେ କହୁଛି ସବୁ ଦେଖିକି ଶିଖୁ…

କ୍ଷୁଦ୍ରଗଳ୍ପ – ମୋ ଦେଇ – ପରମିତା ମିଶ୍ର

ଦେଇ ଆଉ ମୁଁ ମାତ୍ରେ ବର୍ଷେ ବଡ ସାନ। ଦେଇ ପିଲାବେଳୁ ପୋଲିଓ ରେ ପିଡିତ। କିନ୍ତୁ ବହୁତ ସୁନ୍ଦର ହୃଦୟ ମୋ ଦେଇ ର । ମୋ ପାଇଁ ମୋ ଦେଇ ମୋର…

କ୍ଷୁଦ୍ରଗଳ୍ପ – ବଦମାସ – ପରମିତା ମିଶ୍ର

ନୂଆ ନୂଆ ସ୍କୁଲ ଜଇନ କରିଥିଲି । ରାଣୀ ଗାଁ କନଭେଣ୍ଟ ସ୍କୁଲ ର ସପ୍ତମ ଶ୍ରେଣୀର ସେକ୍ସନ୍ “ଇ” ପିଲାମାନଙ୍କୁ ପଢାଇବାର ଥିଲା । ନୁଆଁ ନୁଆଁ ତ ମନରେ ବହୁତ୍ ଡର…

କ୍ଷୁଦ୍ରଗଳ୍ପ – ରାକ୍ଷୀ – ପରମିତା ମିଶ୍ର

ଶିଖା କୁ ସେଦିନ ଠୁ ଆଉ କେହି ଦେଖିନଥିଲେ । ଯେମିତି ରାତାରାତି କୁଆଡେ ଗାୟବ ହୋଇଗଲା ସେ । ଗୋଟିଏ କ୍ଷଣରେ ଯେମିତି ସମସ୍ତଙ୍କ ଭାଷା ହିଁ ବଦଳି ଗଲା । ପଚାରିଲେ…

କ୍ଷୁଦ୍ରଗଳ୍ପ – ପଞ୍ଚାବନ ଟଙ୍କା ପଚାଶ ପଇସା – ପରମିତା ମିଶ୍ର

ବହୁତ ଦୌଡାଦୌଡି କଲା ପରେ ବଡ କଷ୍ଟରେ ଏଥର ମୋର ସିଲେକ୍ସନ ହୋଇଗଲା । ମୋର ସବୁ ସାଙ୍ଗସାଥି ମାନେ ଚାକିରି ବାକିରି ପାଇଗଲେଣି ଆଉ କେତେ ବାହାସାହା ହୋଈ ଘର ସଂସାର ବି…

ମୋ ଅନୁଭୂତି ରେ ମୋ ଜଗା ମୋ ସଖା – ପରମିତା ମିଶ୍ର

ରୁକ୍ଷ ପାଞ୍ଜଣ କୁ କେତେ ମନାକଲିବାଜନା, ବାଜନା ତୁତା ନା ରେଅଲାଜୁକି ଚୁଡି ମୋର କି ଶୁଣୁଛି,କାଇଁ ତୁଚ୍ଛାଟାରେ ଡାକୁଛନ୍ତି ତାକୁଚାହିଲାନି ଯେ ମତେଟେରେଇ ଥରେ । କାହା ଭରସାରେଦେଲା ମତେ ଟେକି,ଅଜଣା, ଅଶୁଣାଦେଖିନି…

କ୍ଷୁଦ୍ରଗଳ୍ପ – ପରିବର୍ତ୍ତନ – ପରମିତା ମିଶ୍ର

ରିତୁ ଓ ମିତୁର ଏକା ଜିଦ୍ ରାତିରେ ଶୋଇଲା ବେଳେ କାହାଣୀଟିଏ ଶୁଣିଲେ ହିଁ ଶୋଇବେ ।ସୌମେନ ବାବୁ ଜଣେ ଜିଲ୍ଲା କଲେକ୍ଟର। ସ୍ତ୍ରୀ ମୀନତି ଜଣେ ସୁଗୃହିଣୀ।ରିତୁ ଓ ମିତୁ ଦୁହେଁ ଜମଜ…

କ୍ଷୁଦ୍ରଗଳ୍ପ – ବୋହୁଚୋରୀ – ପରମିତା ମିଶ୍ର

ବାଃ ବାଃ… କି ପ୍ରସ୍ତାବ ଖଣ୍ଡେ ମିଳିଛି ଆଜ୍ଞା । ପାନ ଛେପ ଥୁକି କହି ହେଉଥିଲା ରାଧେ ଆଚାର୍ଯ୍ୟ । ଯେମିତି ଆପଣେ ଖୋଜୁଥିଲେ ହୋ ଠିକ୍ ହେମିତି । ବୁଝିଲେ ହୋ…