ବୋଉ – ପ୍ରଦୀପ ବନ୍ଧ

ବୋଉ।। ନାଲି ଗୋଡି ମାଟିକୁ  କେଉଁ ଏକ ଗାଁ ରୁ ଆଣି ସହରର ଚକ୍ ଚକ୍ ମାର୍ବଲ  ଚଟାଣ ଉପରେ  ଥୋଇଦେଇଛି ଏ ପବନ।। ସମୟର ଦୋଛକିରେ ଠିଆ ହୋଇ ସବୁ  ଭୁଲିଯାଇଥିଲେ ମଧ୍ୟ…

ଶବ – ପ୍ରଦୀପ ବନ୍ଧ

।।ଶବ।। ନିଜ ଅନ୍ତର୍ଦାହ ରେ ବେଳେବେଳେ ଶରୀର ପଖାଳିଛି, ହସିଛି ଖେଳିଛି ଝୁଣ୍ଟିଛି ସେଥିପାଇଁ ତ ମରି ମରି ଜୀଇଁବା ଶିଖିଛି । ନିଶ୍ଚିତ କେବେ ଥରେ ହସିବି ନା ବଞ୍ଚି ଥାଉ ଥାଉ…

ବନ୍ଦ ଝର୍କା – ପ୍ରଦୀପ ବନ୍ଧ

ଖୋଲା ଝର୍କାରେ ଦେଖୁଥାଏଦିନରେ ସୂର୍ଯ୍ୟଙ୍କୁରାତିରେ ଚନ୍ଦ୍ର ଆଉ ତାରା ଗଣଙ୍କୁଦିବା ସମୟରେ ସ୍ୱପ୍ନ ଗୁଡାକସହଜରେ ଆସିପାରନ୍ତିନି ବୋଲିଝରକା ଖୋଲି ଶୋଇଯାଏ,ହେଲେ ରାତିରେ,,ଝର୍କା ବନ୍ଦ କଲାପରେତୁମେ ସତ କହିଲସପ୍ନରେ ଆସ କେମିତିଝର୍କା ଫାଙ୍କରେ ନାଖଣ୍ଡିଆ କୁଡିଆର…

ବିବର୍ତ୍ତନ ଚେହେରା – ପ୍ରଦୀପ ବନ୍ଧ

ଜଳଛବି ପରି ଚମକେଇଲୁଚି ଯାଉଛନ୍ତି ଶବ୍ଦମାନେବହଳ କୁହୁଡି ମାଡି ବସିଛିଏ ଆଖି ପତା ଦୁଇଟିକୁ,ଚରମ ଲୁହରେ ଭାସିଯାଉଛି ଖୁସିହୃଦୟର ପ୍ରତିଟି ଭାଷାକୁନିଜ ଛାତି ଭିତରେଅହରହ ଜଳେଇ ଚାଲିଛିକେଣ୍ଡେଲ ପରି ।। ତରଳି ଯାଉଛି ହସ …