କବିତା – ଆସ ବୁଲିଯିବା ଧାମ ଶ୍ରୀକ୍ଷେତ୍ର – ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ

ଆସ ହେ ସଙ୍ଗାତ ଆସ ହେ ମିତ,ବୁଲି ଯିବା ଆମେ ଧାମ ଶ୍ରୀ କ୍ଷେତ୍ର ।। ବଡ଼ ଦାଣ୍ଡେ ଛିଡ଼ା ହୋଇବା ଦଣ୍ଡେ,ଜଗା ନାମ ନେବା ଘଡ଼ିଏ ତୁଣ୍ଡେ ।। ମହୋଦଧି ଯାଇ କରିବା…

କବିତା – ପ୍ରିୟା ବିହୁନେ ମାେ ଗାଆଁ – ପ୍ରଦୀପ କୁମାର ପ୍ରଧାନ

ମୋ ଗାଆଁ ମୁଣ୍ଡ ଚମ୍ପା ହସୁନି ସଜେଇଦେହରେ ଫୁଲ ପସରା,ତୋ ଗଭାରେ ଶୋଭା ପାଉଥିଲା ଯେଣୁତା ମୂଲ ଅମୂଲ ପରା ।। ମୋ ଗାଆଁ ପୋଖରୀ ତୁଠର ପଥରପଡ଼ିଅଛି ମୁହଁ ମାଡ଼ି,ତୋ ପାଦ ପରଶ…

କବିତା – ଅଭିମାନୀ ପ୍ରିୟା – ପ୍ରଦୀପ କୁମାର ପ୍ରଧାନ

ଅଭିମାନୀ ପ୍ରିୟା ଗୁମାନ କରିଛିଭଲ ପାଉ ନାହିଁ ବୋଲି,ଦୁଇ ଦିନ ହେଲା ଜିଦି ଧରି ଅଛିବାପ ଘର ଯିବ ଚାଲି ।। ପ୍ରମାଣ ଦିଅନ୍ତି ଗଭୀରତା କେତେ ଥାଆନ୍ତା ଯଦି ମାପକ,ଉତ୍ତୀର୍ଣ୍ଣ ହୁଅନ୍ତି ଭଲ…

କବିତା – କବିର ସଂକଳ୍ପ – ପ୍ରଦୀପ କୁମାର ପ୍ରଧାନ

କବି କେବେ ଲୋଡ଼େ ନାହିଁ ମାନ ସନମାନ,କବିର ସଂକଳ୍ପ ସୃଷ୍ଟିନିତ୍ୟ, ସନାତନ ।। ଚାଷ ହୁଡ଼ିଲେ ଯେସନହାରେ ନାହିଁ ଚଷା,ହାରେନା ତେସନ କବିସାହିତ୍ୟ ବେଉସା ।। # ପ୍ରଦୀପ କୁମାର ପ୍ରଧାନ #ଅଧ୍ୟାପକ, ଇଂରେଜୀ…

କବିତା – ତୁଟିଲାଣି ଜିଇଁବା ବିଶ୍ୱାସ – ପ୍ରଦୀପ କୁମାର ପ୍ରଧାନ

ଏଠି ସବୁ ଅଛି ନାହିଁ କିଛିଭରି ଅଛି ହଳାହଳ ବିଷ,ନିଃଶ୍ୱାସ ନେବାଟା କଷ୍ଟ ଆଜିତୁଟି ଲାଣି ଜିଇଁବା ବିଶ୍ଵାସ ।। ଅତୀତ ଟା ଝାପସା ଝାପସାବର୍ତମାନ ଦିଗ ହରା ଦିଶେ,ଭବିଷ୍ୟତ ଅନିଶ୍ଚିତ, ଠିକ୍ଦୂର ମରୀଚିକା…

କବିତା – ଆମେ ଦୁଇ ଥିଲେ ଭିନ୍ନ – ପ୍ରଦୀପ କୁମାର ପ୍ରଧାନ

ମୁଁ ଥିଲି “ମୁଁ” ତୁମେ ଥିଲ “ତୁମେ”ଥିଲେ ଦୁଇ ଜଣ ଭିନ୍ନ,ଜାଣିବା ଆଗରୁ “ଦୁଇ” ରୁ ଆମେହୋଇଗଲେ “ଏକ”, ଅଭିନ୍ନ ।। ଦୁହିଁଙ୍କ ମଧ୍ୟରେ କେଉଁ ବିଷୟରେ ନଥିଲା ବି ସମାନତା,ଭିନ୍ନ ମତ, ଭିନ୍ନ…

କବିତା – ତୁମ୍ଭ ଲୀଳା ଏକା ତୁମ୍ଭଙ୍କୁ ଗୋଚର – ପ୍ରଦୀପ କୁମାର ପ୍ରଧାନ

ତୁମ୍ଭ ଲୀଳା ଏକା ତୁମ୍ଭଙ୍କୁ ଗୋଚରକେମିତି ବୁଝିବେ ଜଗତେ ଜନ,ପୁସ୍ତକ ଜ୍ଞାନରେ ଜାଣିବା ପ୍ରୟାସନିତାନ୍ତ ନିଷ୍ଫଳ ନିଷ୍ପ୍ରୟୋଜନ ।। ତୁମ ସହ ଛନ୍ଦା ହୋଇ ଅଛି ବନ୍ଧାଅତୁଟ ବନ୍ଧନେ ଜୀବନ ଡୋର,ଯେମିତି ନଚାଇ ନଚାଇ…

କବିତା – ନୂଆ ବରଷ – ପ୍ରଦୀପ କୁମାର ପ୍ରଧାନ

ନୂଆ ବରଷଟା ହେଉ ଶୁଭଙ୍କର ଦୁଃଖ, କ୍ଲେଶ ଦୂର ହେଉ,ପ୍ରତି ଦିନ ହେଉ ନୂଆ ଦିନଟିଏନୂଆ ସମ୍ଭାବନା ଥାଉ ।। ଏତିକି ମିନତି ଜଗତ ଠାକୁରକୃପା ଦୃଷ୍ଟି ରହି ଥାଉ, ନୂଆ ବରଷରେ ହର୍ଷ…