କାହା ପାଇଁ ଲେଖିବି କବିତା – ପ୍ରଦୀପ ମହାକୁଡ଼

କାହାପାଇଁ ଲେଖିବି କବିତାଯା ପାଇଁ ଲେଖୁଥିଲି କବିତାସିଏତ ଛାଡି ଯେ ଚାଲିଗଲା !! କାହାପାଇଁ ଲେଖିବି କବିତାଯିଏ ରାତି ଦିନ ପଢୁଥିଲାସିଏ ଅଧାବାଟେ ଛାଡିଦେଲା !! କାହାପାଇଁ ଲେଖିବି କବିତାଯିଏ ସକାଳରୁ ସଞ୍ଜ ଯାଏକରୁଥିଲା…

ପ୍ରତାରଣା – ପ୍ରଦୀପ ମହାକୁଡ଼

ମାଗିଥିଲି ଟିକିଏ ସିନ୍ଦୂର ତୁମକୁମୋ ସିନ୍ଥିରେ ଭରିବ ବୋଲି!!ସିନ୍ଥିରେ ସିନ୍ଦୂର ଦିଶୁ ନାହିଁ ନାଲିତୁମେ ଗଲାପରେ ଚାଲି!! ଏ ପ୍ରେମ ଗୋଟେ ନୋଇ ବାଲିକୂଳ କିନାରା ତାର କିଛି ନାହିଁ!!କେତେ ବେଳେ ଆସେ କେତେ…

ନମୋଃ ଗଣେଶ – ପ୍ରଦୀପ ମହାକୁଡ଼

ଗଣେଶ ପୂଜା ଆସିଛି ଆଜି ବୋଉଲୋ ମୋ ପାଇଁ ହାଟରୁନଡ଼ିଆ ଟିଏ ଆଣିବୁ କିଣି ।।ନଃମ ଗଣେଶ ଗିରିଜା ନନ୍ଦନ ପ୍ରଭୁ ଗାଇବୁରେ ଆମେବାବାର ମନକୁ ନବୁ ଜିଣି ।।ମୋ ସୁନା ଭୋଉଣୀ ସକାଳୁ…