କ୍ଷୁଦ୍ରଗଳ୍ପ – କରୁଣ ପ୍ରଣୟ – ପ୍ରଦ୍ୟୁମ୍ନ ରଞ୍ଜନ ସାହୁ

ମୁକୁଳିତ କେଶରାଜି ଲୋଟିପଡିଛି ବିକ୍ଷିପ୍ତ ଭାବେ ଶଯ୍ୟା ଉପରେ । ଅବୟବର ଠାଏ ଠାଏ ଫୁଙ୍ଗୁଳା ପଡିଛି । ଅଲକ୍ଷ୍ୟ, ଅଚେତନ ତାର ମନ । ଜ୍ଞାନାଶୁନ୍ୟା କାଠଗଡ଼ି ପରି ଶୋଇରହିଛି ସେ ନିର୍ବିକାର…