ସ୍ନେହମୟୀ ଜନନୀ – ପ୍ରଦ୍ୟୁମ୍ନ ରଞ୍ଜନ ସାହୁ

ଅଭୟଦାୟିନୀ,ରଜନୀର ଅମା ଅନ୍ଧକାରେ ଅବାନିର୍ଜନତାର କ୍ରୁର ପ୍ରତିକୂଳରେଜାଣେନା କାହିଁ,ତୁ ଥିଲେ ପାଶେ ମୋତେ ଭୟ ନାହିଁରେ।।ସ୍ନେହମୟୀ ତୁ,କ୍ରୀଡ଼ାକସରତେ ବା ଚପଳାମିରେଧୂଳିକା ଛିଟା ଯେବେ ଅଙ୍ଗେ ଲାଗେରେଦେଖିଲେ କାହିଁସ୍ନେହର ପଣତ ମୋ ଧୂଳି ଝାଡେରେ।।ଶିକ୍ଷାଦାତ୍ରୀ ତୁ,କୁନି…