କବିତା – ମାଟି – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମାଟି ମାଆ ଯହିଁ ସକଳ ଜଗତ ଆବୋରି ରଖିଛି ତାରବୁକୁରେ ଧରିଛି ଅନେକ ପଦାର୍ଥ ନଦ,ନଦୀ,ଗିରିବର ।।କେତେ ଯେ ବନାନୀ ଦ୍ରୁମ,ଗୁଳ୍ମ ଭରା ଶଶ୍ୟ,ଶ୍ୟାମଳା ତୋରାକରି ୟେ ଧରଣୀ ସଜେଇ ଦେଇଛି ଏଇ ମାଆ…

କବିତା – ବୀଣାପାଣି – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପରଭୃତ, ପଲ୍ଲବିତ ଚୁତଛତ୍ର ତଳେ ମହା ଆନନ୍ଦରେକୁହୁ କୁହୁ ତାନେ ଆଳାପ ବିତାନେ ପ୍ରେମ ମଧୂଧାରା ଝରେତା ସଙ୍ଗେ ଗୁଞ୍ଜନ ଗୁଣୁ ଗୁଣୁ ସ୍ଵନ ମତ୍ତଅଳି ଉଡି ବୁଲେମେରୁଗିରି ଶିଖୁ ଉତ୍ତଳା ମଳୟେ ପ୍ରକୃତି…

କବିତା – ଆକାଶ – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ନଭୋ ମଣ୍ଡଳ ସେ ଶୂନ୍ୟତା ଭିତରେଆକାଶ ପରିକଳ୍ପନାସୁନୀଳ ଗଗନ ସୁନ୍ଦର ଦିଶେ (ତହିଁ)ବାରିଦ ବିଚରେ ଅନା ।।ବୈକୁଣ୍ଠ ଭୁବନ ସରଗ ରାଇଜେ ଏଇ ଅମ୍ଵର କୋଳେବ୍ରହ୍ମ ଲୋକ ଇନ୍ଦ୍ର ନନ୍ଦନ ବନଶୋହେ ପାରିଜାତ ଫୁଲେ…

କବିତା – ଜହ୍ନ – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜହ୍ନ ହେ ତୁମେ ସଞ୍ଜୁଆ ଆକାଶ ମରକତ ମଣୀ ହୀରାଝଲସି ଉଠଇ ରୁପେଲି ରଙ୍ଗେ ଶୀତଳ ଜୋଛନା ଧାରା ।।ଶୁକ୍ଳପକ୍ଷେ ଶୁଭ୍ର କୈ।ମୁଦୀ ପ୍ରବାହେ ଆଲୋକିତ ହୁଏ ଧରାଅନ୍ଧାର ଆକାଶେ ତାରକା ଗହଳେ ରୂପ…

କବିତା – ପ୍ରଣମାମି ସୂର୍ଯ୍ୟ – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସୂର୍ଯ୍ୟ ହେ ତୁମେ ସୈାର ମଣ୍ଡଳ ର ସୃଜନ ପ୍ରଥମ ଗ୍ରହତେଜସ୍କ୍ରିୟ ବସ୍ତୁ ସମ୍ମିଶ୍ରଣେ ନିତ୍ୟ ଜଳୁ ଅଛ ଅହରହ ।। ସେହି ଆଲୋକରେ ଆଲୋକିତ ହୁଏ ଗ୍ରହ‌ ଗ୍ରହାଣୁ ମଣ୍ଡଳ ଦିବସ, ରଜନୀ…

କବିତା – ମନ – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମନ ଗୋଟେ ବିଶ୍ୱାସ ଘାତକ ଉଡା ଚଢେଇମନ କୁ ମାନି ଚଳିଲେଜୀବନ ତୋ ଯିବ ବାବୁ ହଡବଡେଇ ।। ମର୍ତ୍ତ୍ୟ ମଣ୍ଡଳ ରେ ଧନ ମଣିଷଜନ୍ମବାରମ୍ବାର ଏ‌ହି ଜନ୍ମ ନାହିଁ ରେ ଧନପୁନର୍ବାର ଜନ୍ମ…

କବିତା – ଜୀବନ – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜୀବନ ଟା ଏକ ସୁଖ ଦୁଃଖ ର ଅରମା ପଥପ୍ରହେଳିକା ମୟ ସେପଥେ ଗଡୁଛି ଜୀବନ ରଥଜୀବନ ଟା ଗୋଟେ ମୋହନ ବଂଶୀ ସୁର ସୁରଭିଉଲ୍ଲାସେ ଜୀବନ ସଙ୍ଗୀତେ ରଚେ ଅମୀୟ ଛବି ।।…

କବିତା – ବିଶ୍ଵାସେ ମିଳଇ ହରି – କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂରଦର୍ଶନ ମିଳେନି ଯେବେ ନଲାଗିଛି ଡୋରଏମିତିକା ଦିବ୍ୟ ଶକ୍ତି ସେହି କଳାକାରବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।। ସେହି ବିଶ୍ଵାସରେ ପରା ଧ୍ରୁବ, ପ୍ରହଲ୍ଲାଦଦର୍ଶନ କରିଲେ ହେଳେ…