କାକର ବିନ୍ଦୁ – ପ୍ରଜ୍ଞା ପାରମିତା ପଣ୍ଡା

ପ୍ରଜ୍ଞା ପାରମିତା ପଣ୍ଡାମାହାଙ୍ଗା, କଟକ ଘନ କୁହୁଡିର ଚାଦର ଖେଳାଇସପନ ଖେଳୁଛି ଦୋଳି,ସ୍ମତିର ପାଖୁଡା ଅସ୍ତରଙ୍ଗ ସାଜିଭାବନାକୁ ହୁଏ ବୋଳି ॥ ବିରହି ଜୋଛନା ବାଧାବିଘ୍ନ ଟାଳିନୁଆଁଏ କଳ୍ପନା ମଞ୍ଜି,ଦୀର୍ଘଶ୍ବାସ ହୁଏ ଆର୍ତ୍ତର ବିଳାପଅଶ୍ରୁ…