ଚାଲି ଆ ରେ ଜଗା – ପ୍ରକାଶ ବେହେରା

ମନ ମନ୍ଦିର ମୋ ଖୋଲା ରଖିଅଛି ଆସିବୁ ବୋଲି ରେ ଜଗାରଥ ତିଆରିଛି କେତେ ଯତନରେନେଇ ନେ ସେଇ ଜାଗା । ତୋ ପାଇଁ ରଖିଛି ସର ଲବଣି ରେମିଠା ମିଠା କେତେ କୋଳିହଳଦିଆ…

ଭଲ କଲନାହିଁ – ପ୍ରକାଶ ବେହେରା

ବୋଲାଉଛ ତୁମେ ପରା ଜଗତନାଥ କିମ୍ପା କଲ ଏମିନ୍ତି ,ଭାଇ ଭଉଣୀ ସଙ୍ଗେ ନେଇଣ ଗଲମୋତେ ଭୁଲିଗଲେକି । ମୋ ବିନା ତୁମେ ସିନା ପାରୁଛ ବଞ୍ଚିମୁଁ ତ ତୁମରି ଦାସୀ ,ଗୋଟିଏ ମୁହୂର୍ତ୍ତ…

ମିଛ ପ୍ରେମ – ପ୍ରକାଶ ବେହେରା

ତୁ ଚାଲୁଥିଲୁ ତୋରି ବାଟରେ ମୁଁ ଚାଲୁଥିଲି ଏକାଭାବି ନଥିଲି ଲୋ ତୋ ସହ କେବେହବ ବୋଲି ମୋର ଦେଖା । ଉପର ସୁନ୍ଦର ମହାକାଳ ଫଳସେଇପରି ତୋର ରୂପବୁଝିପାରିବନି କଥା ଭାଷା ତୋରସହଜେ…

ଆମ ଓଡ଼ିଶା – ପ୍ରକାଶ ବେହେରା

ସବୁଜ ରଙ୍ଗରେ ମନ କିଣିନିଏ ଶସ୍ୟ ଶ୍ୟାମଳକୁ ଘେନିକୁଳୁକୁଳୁ ନାଦେ ଝରଣା ବହଇଖୁସିରେ ନାଚେ ଅବନୀ ।ବୀରପୁତ୍ର କେତେ ଜନମି ଅଛନ୍ତିରଚିଛନ୍ତି କିମ୍ବଦନ୍ତୀପଥରରେ କାରୁକାର୍ଯ୍ୟ କରିବାରେକୋଣାର୍କ ସାକ୍ଷୀ ରହିଛି ।ମାଟି କଥା କୁହେ ପଥର…

ଅଧୁରା ଜୀବନ – ପ୍ରକାଶ ବେହେରା

ସମୟ ଥିଲା ଏମିନ୍ତି  ପଡେ ଆଜି ମନେପାଉଁଜି ତୋ ଶୁଭୁଥିଲା ନୀତି ମୋର କାନେ । ଆଖି ଦେଖୁଥିଲା ଏକ ସଜଫୁଟା ଫୁଲଅନ୍ଧାର ରାତିର ଥିଲୁ ଆଲୋକ ମୋହର । ପ୍ରେମ କଣ ଦୁନିଆଁରେ…

ତୁମେ ମୋ ଜୀବନ – ପ୍ରକାଶ ବେହେରା

ଏ ମାଟି କହିବ ପାଣି ବି କହିବ ପବନ କହିବ ଆଜିଦୁନିଆଁ ଆଗରେ କେମିନ୍ତି ବଞ୍ଚୁଛି ତୁମକୁ ମୁ ଖୋଜି ଖୋଜି ।ହସ କଇଁଫୁଲ ଡଉଲ ଡାଉଲ ଚାନ୍ଦଠୁ ସୁନ୍ଦର ମୁଁହଚାନ୍ଦିନୀ ରାତିରେ ଫିକା…

ସୁନ୍ଦରୀ ପ୍ରିୟା – ପ୍ରକାଶ ବେହେରା

ମେଘକୁ କହିଛି ଭିଜେଇବା ପାଇଁ ତୁମରି ସାରା ଶରୀରଭିଜା ଦେହେ ପ୍ରିୟା ଦିଶିବ ବଢିଆପରୀ ଠାରୁ ବି ସୁନ୍ଦର । ଚାନ୍ଦକୁ କହିଛି ସାଜିବ ସେ ନିଶ୍ଚେତୁମ ମଥାର ଟିକିଲିବସନ୍ତ ଆସିଣ ଓଠେ ଦେବ…