ଫେରିଆସ ତୁମେ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ମୌସୁମୀ ଗୋ ବଡ଼ ବେଦରଦି ତୁମେନିଦାଘ ସୁଝାଏ ରାଗଜ୍ୟେଷ୍ଠ ରେ ବହୁଛି ବୈଶାଖୀ ପବନବଦଳି ଯାଉଛି ପାଗ ।। କେବେ ଦେଖାଉଛ କମନୀୟ ରୂପଶୀତଳ ପରସ ଦେଇପୁଣି ଲୁଚିଯାଅ ଦିଗବଳୟ ପଛେସୁନ୍ଦର ମୁହଁ ଲୁଚାଇ…

କଳାକାର – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଆଉ କରିବିନି ଅଭିନୟ ମୁହିଁକାଳିଆ ତୋ ରଙ୍ଗ ମଞ୍ଚେମୁହେଁ ନାଲି ନେଳୀ ରଙ୍ଗ କୁ ମୁଁ ବୋଳିହସି ପାରିବିନି ମିଛେ ….କାଳିଆ ତୋ ରଙ୍ଗ ମଞ୍ଚେ ।। ଅସରା କୋହକୁ ଚାପି ରଖି ପାଖେକିପରି…

କାଳୀୟ ଦଳନ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

କୃଷ୍ଣ ପ୍ରାଣ ନାଶ କରିବା ଆଶେଗୋପପୁରକୁ କଂସ ଦୂତ ପେଶେଅସୁର ରାଜାର ବାରତା ଘେନିଦୁତ ଚଳିଲା ଆଦେଶ କୁ ମାନିପତ୍ର ପାଇ ନନ୍ଦ ରାଜା ଯେହୋଇଗଲେ ହରବର ଯେ ।। କଡା ଆଦେଶ ଥିଲା…

ହେ ରାମ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଅବତାରୀ ପୁରୁଷ ହେ ପରୁଷୋତ୍ତମତବ ପାଦ ତଳେ କରେ କୋଟି ପ୍ରଣାମମର୍ଯ୍ୟାଦା ର ଠାକୁରତୁମେ ହେ ରଘୁବୀରସଦା ମୁଁ ଗାଇବି ତବ ଅମୃତ ନାମକରେ କୋଟି ପ୍ରଣାମ ।।। ତବ ନାମ ଗାଇ ଦସ୍ୟୁ…

ଏଇତ ଜୀବନ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ନିଶ୍ୱାସକୁ ଏଠି ବିଶ୍ୱାସ ନାହିଁଟିମଣିଷ ଖୋଜୁଛି ଧନମିଛ ଧନ ଠାରୁ ସମ୍ପର୍କ ବାବୁରେଅଟଇ ଟି ମୂଲ୍ୟବାନ ।।। ଅରଜିଲେ ଧନ ବଢେନାହିଁ ମାନମରଣ ହୋଇବା ଯାକେଗଲାପରେ ଜୀବ ଅମର ରହିବମହତ ଥିଲେ ଏ ଲୋକେ…

ଅଣାକାର – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଉଡି ଯିବରେ ଉଡି ଯିବରେମନ ବୃକ୍ଷରୁ ଲୋଟଣୀ ପାରାଉଡିଗଲେ ପରା ଦେବ ନାହିଁ ଧରାତୋତେ ଆସିବ ଯମ ଡାକରା ରେ ।।। ପାରା ଟି ଅଟଇ ବିଚିତ୍ର ପ୍ରକାରନାହିଁ ରୂପ ନାହିଁ ଚିତ୍ରଦେଖିନାହିଁ କେହି…

କଳା ନାବିକ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ପରଂବ୍ରହ୍ମ ପାରିକରଅଛି ଦରିଆ ମଧ୍ୟରଏ ଭବ ସାଗରେ ଭାସି ଯାଉଅଛିପାରିକର ପାରିକର ।। ଦଦରା ନାଵରେ ବସିଯାଉଛି ମୁଁ ଭାସି ଭାସିବୟସ ଗଲାଣି ମୋରବୃଦ୍ଧ ହେଲାଣି ଶରୀରଚାରି ପ୍ରାଣୀର ଯେ କୁଟୁମ୍ବ ମୋହରଉଦ୍ଧରିବ ବିଶ୍ୱେଶ୍ୱର।।…

ଆସ ପାଳିବା ନବବର୍ଷ – ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

ଆସ ପାଳିବା ହୋ ଆସ ପାଳିବାହିନ୍ଦୁ ରାଷ୍ଟ୍ରୀୟ ନବ ବରଷ ।।।ମୁରୁଜ ପକାଇ ତୋରଣ ସଜାଇ(ଦ୍ୱାରେ) ବସାଇ ପୂର୍ଣ୍ଣ କଳସ…ଆସ ପାଳିବା ହୋ ଆସ ପାଳିବାହିନ୍ଦୁ ରାଷ୍ଟ୍ରୀୟ ନବ ବରଷ ।।। ମନ୍ଦିର କୁ…