ଭାରି ଭଲଲାଗେ – ପ୍ରକାଶ କୁମାର ଚାନ୍ଦ

ଭାରି ଭଲଲାଗେ ଗାଆଁ ସକାଳ ଭାରି ଭଲଲାଗେ କଂସେ ପଖାଳ ଭାରି ଭଲ ଏଇ ଖରା, ଭଲଲାଗେ ବୋଲି ବରଷା ବସନ୍ତ ସୁନ୍ଦର ଦିଶଇ ଧରା ।। ଭାରି ଭଲଲାଗେ ମାମୁଁଘର ଗାଆଁ ଭାରି…

ଶିଶୁ କବିତା – ଭଲଲାଗେ ଯେଵେ – ପ୍ରକାଶ କୁମାର ଚାନ୍ଦ

ଭଲଲାଗେ ଯେବେ ଆକାଶଟା ସାରାକଳା ମେଘ ଗଲେ ଘୋଟିଭଲଲାଗେ ଯେବେ ସେଇ ମେଘ ପୁଣିଭିଜେଇଲେ ଆସି ମାଟି । ଭଲଲାଗେ ଯେବେ ଫୁଲ ଫୁଟି ଗଲେବଗିଚାଟା ସାରା ହସେଭଲଲାଗେ ଯେବେ ସେଇ ଫୁଲ ପୁଣିମହମହ…

କବିତା – ଶପଥ – ପ୍ରକାଶ କୁମାର ଚାନ୍ଦ

ଯେତେ ରାଗରୁଷା ମାନ ଅଭିମାନସବୁକୁ ପଛରେ ପକେଇଆସ ନାଚି ଗାଇ ଖୁସିରେ ଝୁମିବାହାତକୁ ହାତରେ ମିଶେଇ । ପୁରୁଣା ଦିନକୁ ମନରୁ ପାଶୋରିନୂଆକୁ କରିଵା ସ୍ୱାଗତସେଵା ମନନେଇ କରିବାକୁ କାର୍ଯ୍ୟଚାଲ ନେଵା ଆଜି ଶପଥ…

କବିତା – ପ୍ରଥମ ପ୍ରେମିକା – ପ୍ରକାଶ କୁମାର ଚାନ୍ଦ

ପ୍ରଥମ ପ୍ରେମିକାକେବେଯଦି ତୋର ସାଥେ ଦେଖାହୁଏଚାହିଁଦେବୁ ଟିକେ ବୁଲିକହିବିନି କେବେ ତୁଯେ ଥିଲୁ ମୋରପ୍ରଥମ ପ୍ରେମିକା ବୋଲି ଝରିଯିବ ଯଦି ଆଖିରୁ ଦିଟୋପାଝରିଗଲେ ଝରିଯାଉକିଏ ଜାଣେ ପୁଣି କୋଉ ଜନମରେଦେଖା ହେବ ଆମ ଆଉପାଇଥିଲୁ…

କବିତା – ପବିତ୍ର ପାପ – ପ୍ରକାଶ କୁମାର ଚାନ୍ଦ

ପବିତ୍ର ପାପ ତୋପାଇଁ ଲେଖେ ମୁଁହଜାରେ କବିତାଲେଖେ ମୁଁ ହଜାରେ ଗପତୁଯେ ଥିଲୁ ମୋର ପ୍ରଥମ ଶବଦତୁମୋର ପବିତ୍ର ପାପ ତୋପାଇଁ ଫଗୁଣ ଯୋଉଠି ସେଇଠିଋତୁ ଲାଗେ ଭାରି ମିଠାସେ ମିଠା ଋତୁରେ ଏଇ…

କବିତା – ଫଗୁଣ ଜଳୁଛି – ପ୍ରକାଶ କୁମାର ଚାନ୍ଦ

ଫଗୁଣ ଜଳୁଛି…… ମେଘ ପଣତରେ ଆକାଶଟା ଆଜିଯାଇଛି ଘୋଡେ଼ଇ ହୋଇସୂରୁଯ ଲୁଚିଛି ବଉଦ ଗାଆଁରେସକାଳକୁ ଠକି ଦେଇ । କାହା ଅପେକ୍ଷାରେ ଗଙ୍ଗଶିଉଳିଟିପଡିଛି କାମୁଡି ମାଟିକ୍ଳାନ୍ତ ଶରୀର ଦେଇଛି ଲୋଟେଇପାରୁନି ଜମାରୁ ଉଠି ଫଗୁଣ…

କବିତା – ଏମିତି କାହିଁକି ହୁଏ – ପ୍ରକାଶ କୁମାର ଚାନ୍ଦ

ଏମିତି କାହିଁକି ହୁଏ କିଛି ମୁଁ ଲେଖିଲେ କଲମ କାହିଁକିଅଟକି ଯାଉଛି ମୋରକିଛି ମୁଁ ଭାବିଲେ ଭାବନା କାହିଁକିହୋଇଯାଏ ଶୂନ ଘର। ।। କିଛି ମୁଁ ଦେଖିଲେ ଦୃଶ୍ୟଗୁଡା ସବୁଅଦୃଶ୍ୟ କାହିଁକି ଦିଶେକିଛି ମୁଁ…

କବିତା – ଅଗ୍ନି – ପ୍ରକାଶ କୁମାର ଚାନ୍ଦ

ଅଗ୍ନିମଶାଣିରେ ପରା ଜଳିଲେ ତ ଜୁଇବେଦିରେ ଜଳିଲେ ହୋମଧୂପରେ ଲାଗିଲେ ଭକ୍ତିର ସଯୋଂଗହୃଦୟେ ଜଳିଲେ ପ୍ରେମ । କେବେ ଜଳେ ସିଏ ଶୀତ ସକାଳରେଜନମେ ଏନ୍ତୁଡି ଶାଳେବତୀଘରେ ପରା ଜଳୁଥିଲେ ଦେଖିନାବିକ ଫେରଇ କୂଳେଏମିତିକା…