ଗାଉଁଲୀ ଝିଅ – ପ୍ରକାଶ ସାହୁ

ଗାଉଁଲୀ ଝିଅ ସେଭାରି ସଂସ୍କାରୀପିନ୍ଧୁ ଥାଏ ସେ ନିତିସୂତା ଛପା ଶାଢ଼ୀହାତେ ପାଣି କାଚ ଚୁଡିମଥାରେ ଟିକିଲିକାନରେ ଝୁମୁକାପାଦ ରେ ପାଉଁଜି ଯୋଡି ଗାଉଁଲୀ ଝିଅ ସେଗାଁ ଦାଣ୍ଡେ ବୁଲେଖାଲି ମନ ଖୋଲା ହସିତା…

ସନ୍ଧ୍ୟା ଆଳତି – ପ୍ରକାଶ ସାହୁ

କାଳିଆ ରେ ତୋ ସହ ଦେଖାହୁଏ ସେହି ନିର୍ଦ୍ଧିଷ୍ଟ ସମୟ ରେଗାଈ ପଲ,ପକ୍ଷୀଦଳ ଫେରିବା ବେଳେମୁହଁ ସଞ୍ଜ ପଣତ କାନି ରେଗୋଧୂଳି ର ମୂହଗୁଂଜା ପର୍ଵ ରେସମସ୍ତେ ଯିବା ପାଇଁ ତର ତରକିନ୍ତୁ ମୋର…

କ୍ଷୁଦ୍ରଗଳ୍ପ – ଅଧା ରହିଗଲା ରାକ୍ଷୀ ବନ୍ଧନ – ପ୍ରକାଶ ସାହୁ

ରାକ୍ଷୀ ର ମହତ୍ୱ ଭାଇ କୁ ଜଣା।ଆଉ ଭାଇ ର ମହତ୍ୱ ଭଉଣୀ କୁ।ଦୁନିଆ ର ସବୁଠୁ ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ।ଯଦି ରାକ୍ଷୀ ବାବଦରେ ଅବୁଝା ଅଛ ତେବେ ଦେଖ ଟିକେ ସେହି…

ମୁଁ ଆଉ ନାହିଁ – ପ୍ରକାଶ ସାହୁ

ମୁଁ ଆଉ ନାହିଁତୁମ ମାନ ଙ୍କ ର କିଛି ହେବନିହେଲେ ଦେଖ ଏ ଦେଶକୁମୁଁ ମରିନି, ମରି ପାରିବିନିଏଇ ଧରିତ୍ରୀ ସବୁ ଦେଖିଛିଦେଖିଛି ତୁମର କାପୁରୁଷ କୁଦେଖିଛି ସେହି ବିଭସ୍ତ୍ର ମୂହୁର୍ତ୍ତକୁ,ଦେଖିଛି ମୋର ଏତେକମ…

ଅଧା ବାଟ – ପ୍ରକାଶ ସାହୁ

ବାଟ ଟା ମୋର ସରୁନିଆହୁରି ଅନେକ ବାଟ ଯିବାକୁ ହେବଝୁଣ୍ଟି ପଡିବାର ସମ୍ଭାବନା ଅଛି।ସାଥ ଦେବା କୁ କେହି ନାହିଁ।ଏକା ଚାଲିବାର ଅଭ୍ୟସ୍ତ ହେଲିଣି।ଅଧା ବାଟ ଚାଲି ଆସିବା ପରେମୁଁ ଟିକେ ଥକି ପଡିଛି।…

କାଳିଆ ସାଥେ ବାର୍ତ୍ତାଳାପ – ପ୍ରକାଶ ସାହୁ

କାଳିଆ ରେ ତୋତେ ଶୁଭୁଛି କି ନାହିଁଆଜି କାହିଁ ମନେ ହେଉଛିତୋ ପାଖରେ ଟିକେ ବସିବାକୁତୋ ସାଥେ ଦୁଇ ପଦ କଥା ହେବାକୁତୁ ତ ଜାଣୁ ମୁଁ ତୋତେ କେତେ ଭଲପାଏଖାସ ଏଇଠି ପାଇଁ…

ଖରା ଦିନରେ ବର୍ଷା – ପ୍ରକାଶ ସାହୁ

ଭିଷଣ ଖରା ଅସହ୍ୟ ତାତିପାଣି ର ହେଲା ନାଶଧରଣୀ ଆଜି ଡାକୁଛି ବସିମେଘ ନାନୀ ତୁମେ ଆସଡାକ ଶୁଣିକି ଆସିଲା ନାନୀଥଣ୍ଡା ପବନ ସାଥେଅନେକ ଦିନ କରି ଅପେକ୍ଷାମୟୁର ଅପା ନାଚେଆକାଶ କୋଳୁ ବର୍ଷା…

ପରିଶ୍ରମ – ପ୍ରକାଶ ସାହୁ

ଅଳପ ପଡିଥିଲା ଖରାସୁନ୍ଦର ଦିଶୁଥିଲା ଧରାମଧୁର ସଖାଳ ପବନକିଣି ନେଉଥିଲା ମନକୋମଳ ସବୁଜ ଘାସଧରଣୀ ଦେହେ ବାସଝିନ୍ତିକା ଟିଏ ଡେଇଁ ଡେଇଁଘାସେ ନାଚିଲା ଥେଇ ଥେଇଗାଇଲା ଗୀତ କେତେ ରଙ୍ଗେଖୋଜିଲା ସାଥି ନିଜ ସଙ୍ଗେପିମ୍ପୁଡି…