କୁଆଁର ପୂନେଇଁ – ପ୍ରସନ୍ନ କୁମାର ମାଦଳା

କୁଆଁର ପୂନେଇଁ ଜହ୍ନ ଗୋ ଫୁଲ ବଉଳବେଣୀଛନ୍ଦି ବାହୁ ବେନି କରୁଥାନ୍ତି ଘେନିଲୀଳାରସ ଆସ୍ବାଦନ ଗୋ ….। ଯମୁନା ଘାଟର ପାଣି ଗୋ ଫୁଲ ବଉଳବେଣୀମୁକୁନ୍ଦ ବିଳାସ ହୋଇ ହସ ହସଭେଦକୁ ପାରନ୍ତି ଜାଣି…

ଠାକୁରେ ଯାଉଛ କାହିଁ – ପ୍ରସନ୍ନ କୁମାର ମାଦଳା

ଠାକୁରେ ଯାଉଛ କାହିଁରହିବ କି ଟିକେ ମାଗୁଅଛି ଭିକେଦୁଃଖ ଶୁଣାଇବା ପାଇଁ । ନବଦିନ ପାଇଁ ମନ୍ଦିରୁ ବାହାରିସାରିଲ ତ ଯାତ୍ରା ଶୁଣିଲ କାହାରିଆକୁଳ ଭାରତେ ସନ୍ତାନ ଆରତେସହନ୍ତି ଟାପରା ଟାହିବାହୁଡି ଯାଉଛ କାହିଁ…

ଗାଆଁର କଥା – ପ୍ରସନ୍ନ କୁମାର ମାଦଳା

ଲୁହକୁ ଜକେଇ କିପାଇଁ କକେଇମଉନେ ପୋତିଛ ମଥାଅବସର ପରେ ଆସିବ ତ ଘରେଶୁଣ ଆଜି ଗାଆଁ କଥା ।ସେ ବାଡ଼ି କଦଳୀ ନାହିଁ ହେ ବଦଳିଗଲାଣି ସେ ଭିଟାମାଟିଆଉ ବାରମାସ ହେଉନାହିଁ ଚାଷବିଲ ପଡିଅଛି…

କଥା ଓ ବ୍ୟଥା – ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା ଘର ନଂ – ଏଫ୍ /୧୩, ସେକ୍ଟର – ୪ରାଉରକେଲା, ଦୂରଭାଷ – ୭୯୭୮୧୯୨୨୨୭ ଓଡ଼ିଆ ଭାଷାର ଛନ୍ଦ ଅଳଙ୍କାରଉପମା ଭୂଷିତ କରିଲେଖିଲି ଯେତେକ କବିତାକୁ ଦେଖହେଲିନାହିଁ ଆନ ସରି…

ପୟସ୍ଵିନୀ ଅଞ୍ଜନା – ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା ଘର ନଂ – ଏଫ୍ /୧୩, ସେକ୍ଟର – ୪ରାଉରକେଲା, ଦୂରଭାଷ – ୭୯୭୮୧୯୨୨୨୭ ରାବଣକୁ ହତ                  …

ଅସ୍ତ ବେଳ – ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା ଘର ନଂ – ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା- ୨ ଦୂରଭାଷ – ୭୯୭୮୧୯୨୨୨୭ ଜଣ ଜଣ କରି ସୁଖମାନେ ହରିନେଲେଣି ଛଡାଇ ରଙ୍ଗହାତ ମୋର…

ହେ ନାରାୟଣ – ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା ଘର ନଂ – ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା- ୨ ଦୂରଭାଷ – ୭୯୭୮୧୯୨୨୨୭ କାତ କାତରେ ଜୋର ଏ ଭବ ପାରାବାରବୁକେ ଚାଳଇ ନିଷ୍କିଞ୍ଚନନିବେଶି…

ରାତିର ତାତି – ପ୍ରସନ୍ନ କୁମାର ମାଦଳା

ପ୍ରସନ୍ନ କୁମାର ମାଦଳା ଘର ନଂ – ଏଫ୍ / ୧୩ , ସେକ୍ଟର- ୪, ରାଉରକେଲା- ୨ ଦୂରଭାଷ – ୭୯୭୮୧୯୨୨୨୭ ମନର ମଣିଷ ଖୋଜି ହୁଏ ଶେଷଦେହେ ଭରି ସିନା ତାତିଖସାଇ…