ଜେଜେ ତୁମେ କୋଉଠି ? – ପ୍ରଶାନ୍ତ ମହାପାତ୍ର

ଅତୀତ ଟା ଭାରି ପ୍ରତାରକକଷ୍ଟ ଦାୟକଭିଜା ଆଖିର ସ୍ମୃତିର ଝରକାଲି ପରି ଲାଗୁଛିକିନ୍ତୁ ଏଇ ଭିତରେ ଯେବର୍ଷେ ବିତି ଗଲାଣିସତ ହେଲେ ବି ବିଶ୍ୱାସହୀନ….॥ ଜେଜେ ଆଜି ନାହାଁନ୍ତି ସତକିନ୍ତୁ ତାଙ୍କର ସେଇହସ ହସ…

ମାଆ ତୁ ମତେ ମାରିଦେ – ପ୍ରଶାନ୍ତ ମହାପାତ୍ର

ଆଉ ବଞ୍ଚିବାକୁ ଇଛା ନାହିଁତୋ କୋଳରେ ଜନ୍ମ ନେଇଏ ସୁନ୍ଦର ସୃଷ୍ଟିକୁ ଦେଖିବାକୁଆଖିରେ ସାହାସ ନାହିଁତୁ ମାରିଦେ……ମାଆ ତୁ ମୋତେ ମାରିଦେ…. ॥୧॥ ହଁ ତୁ ମୋତେ ମାରିଦେମୋ ତଣ୍ଟି ଚିପି ମାରିଦେଏନ୍ତୁଡିଶାଳ ରେ…

ତଥାପି ନୀରବ – ପ୍ରଶାନ୍ତ ମହାପାତ୍ର

ହେ ବନ୍ଧୁ…..ତୁମେ କଣ ବଦଳିବନି ???ଦେଖ ମୁଁ ନୀରବ ଅଛିଯେତେ ପାରିବ କଷ୍ଟ ଦେଇଚାଲସହିବାର ସମସ୍ତ ଶକ୍ତିମୋ ପାଖରେ ଅଛି…….. ॥ ପୂରିଯାଉ ମୋ ଆଞ୍ଜୁଳାମୋ ଅଜସ୍ର ଲୁହରେଫୁଟିଯିବ ତୁମ ଓଠେ ହସତଥାପି ମୁଁ…

ନିଃସଙ୍ଗତା – ପ୍ରଶାନ୍ତ ମହାପାତ୍ର

ନିଃସଙ୍ଗତା ମୂହୁର୍ତ୍ତ ରେଯେବେ ଚତୁଃପାର୍ଶ୍ୱ କୁ ଦେଖେପତ୍ରଟିଏ ପଡିଲେପ୍ରଚଣ୍ଡ ଶବ୍ଦ ବୋଲି ଭାବେ…..॥ ଘଣ୍ଟା କଣ୍ଟାର ଟିକ୍ ଟିକ୍ଆଉ ମଶାମାଛି ର ଗୁଣ୍ ଗୁଣ୍କାନ୍ଥ ଉପରେ ଝିଟିପିଟିଆଉ ତଳେ ମୂଷା ର ଚିଁ ଚିଁ…

ସେଇ ରାତି – ପ୍ରଶାନ୍ତ ମହାପାତ୍ର

ଆକାଶ ର ଛାତ ତଳେଆମ୍ର ତରୁ ମୂଳେପେନ୍ଥା ପେନ୍ଥା ବଉଳରବାସ୍ନା ଗୁଞ୍ଜୁରିତ……॥ ମଧୁର ସ୍ୱପ୍ନରଅନାବିଳ ସମ୍ପର୍କପ୍ରିୟା ର କର ଛନ୍ଦାପ୍ରୀତିଭରା କୋମଳ ସ୍ପର୍ଶ……॥ ଲେଖି ଦେବା ପାଇଁଅନେକ କଥାଆଖିରେ ଅାଖିରେସାତ ଜନ୍ମର ବାର୍ତ୍ତା…….॥ ଅର୍ଦ୍ଧଚନ୍ଦ୍ର…

ବାସ୍ତବ ଅନୁଭୋବ

ପ୍ରଶାନ୍ତ ମହାପାତ୍ର ରମାବିଲି, ଜଙ୍କିଆ, ଖୋରଧା ଦୂରଭାଷ : ୭୮୯୪୬୬୮୩୫୬ କାଲି ଯେବେ ମୁଁ ମରିଯିବିତୁମେ ମୋ ପାଇଁ ଲୁହ ଗଡାଇବ…କିନ୍ତୁ ମୁଁ ଜାଣି ପାରିବି ନାହିଁ,କାଲି ପରିବର୍ତ୍ତେ ଆଜିମୋ ପାଇଁ ଲୁହ ଗଡାଅ……॥୧॥ ତୁମେ…

ଉତ୍କଳ ପ୍ରଣାମ

ତଥ୍ୟ – ପ୍ରଶାନ୍ତ ମହାପାତ୍ରରମାବିଲି, ଜଙ୍କିଆ, ଖୋରଧାଦୂରଭାଷ – ୭୮୯୪୬୬୮୩୫୬(ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମତିଥି ଅବସରରେ ଲିଖିତ) *ପିଲା ବେଳ ଓ ଛାତ୍ରାବସ୍ଥା* ଗୋପବନ୍ଧୁ ଦାସ, ୧୮୭୭ ମସିହା ଅକ୍ଟୋବର ମାସ…

ଏ ଧରାପୃଷ୍ଠରେ ଜଗତଜନନୀ

ପ୍ରଶାନ୍ତ ମହାପାତ୍ରରମାବିଲି, ଜଙ୍କିଆ, ଖୋର୍ଦ୍ଧା ମହିଷାମର୍ଦ୍ଦିନୀ ମାଆଦୁର୍ଗାଙ୍କ ଆଗମନରେ…ଅଧର୍ମ ଉପରେ ଧର୍ମର…ଅସତ୍ୟ ଉପରେ ସତ୍ୟର…ହିଂସା ଉପରେ ଶାନ୍ତିର…ଅନ୍ୟାୟ ଉପରେ ନ୍ୟାୟରଏଵଂ,,,ଅସୁରତ୍ଵ ଉପରେ ଦେବତ୍ୱରବିଜୟ ହେଉ…ମା ଦୁର୍ଗାଙ୍କ କରୁଣା ଓ ଆଶୀର୍ବାଦସଦା ଆପଣଙ୍କ ଓ ଆପଣଙ୍କ…