କବିତା – ପହିଲି କିରଣ – ପ୍ରେମ୍ କୁମାର

ପହିଲି କିରଣ ଧରଣୀକୁ ଛୁଇଁଆଲୋକିତ କରେ ନିତି ଭବେ ,ଦିଶେ ମୋତେ ଖାଲି ତୁମ ପ୍ରତିଛବିକୋଇଲିର କୁହୁ ରାବେ ||ପୂରୁବା ପବନ ଦେହକୁ ଛୁଇଁଲେଦେହେ ଶିହରଣ ଖେଳେ,ଲାଗେ ସତେ ମୋତେ ତୁମ ସ୍ପର୍ଶ ପରିମନେ…