ଆହେ ଗଜାନନ – ପ୍ରୀତିପ୍ରିୟା ମହାନ୍ତି

ଆହେ ବିନାୟକ ବିଦ୍ୟା ପ୍ରଦାୟକକି ବର୍ଣ୍ଣବି ତୁମ ଗାଥା,ମୁଁ ଯେ ବୁଦ୍ଧିହୀନ ଦିଅ ଦିବ୍ୟଜ୍ଞାନଖୋଜି ପାଏ ନାହିଁ ପନ୍ଥା। ଗୌରୀ ନନ୍ଦନ ଆହେ ଗଜାନନମୂଷିକ ବାହନେ ବସି,ଭାଦ୍ରବ ମାସରେ ଶୁକ୍ଳ ଚତୁର୍ଥୀରେଉଭା ହୁଅ ତୁମେ…

କ୍ଷୁଦ୍ରଗଳ୍ପ – ମାଆ : ଏକ ସୁରକ୍ଷା କବଚ – ପ୍ରୀତିପ୍ରିୟା ମହାନ୍ତି

ସକାଳୁ ସକାଳୁ ମା’ ବ୍ରଶରେ ପେଷ୍ଟ ଲଗଉ ଲଗଉ ସ୍ମିତାଲିନ ଉପରେ ଗରଜି ଉଠିଲେ ,କେତେ ଦିନ ଆଉ ଏମିତି ମୋ ଉପରେ ନିର୍ଭର କରିବୁ?ଏବେ ତ ନିଜ କାମ ନିଜେ କରିବା ଶିଖ୍।ତୋ…

ଗୁରୁଦିବସ – ପ୍ରୀତିପ୍ରିୟା ମହାନ୍ତି

ଗୁ—ଗୁରୁ ହିଁ ବ୍ରହ୍ମା ଗୁରୁ ହିଁ ବିଷ୍ଣୁଗୁରୁ ବି ମହେଶ୍ୱର,ଗୁରୁ ନୁହଁନ୍ତି ଛାର ମଣିଷସାକ୍ଷାତ ସେ ଇଶ୍ୱର । ରୁ—ରୁଆନ୍ତି ସେ ତ ଜ୍ଞାନର ବୀଜଶିଷ୍ୟର ଶୂନ୍ୟ ଶିରେ,ରୁଷ୍ଟତାରେ ଶିଷ୍ଟ ରଖିନର ଗଢ଼ନ୍ତି କରେ…

ବାଘମାମୁଁ – ପ୍ରୀତିପ୍ରିୟା ମହାନ୍ତି

ବାଘ ଆମ ଦେଶ ଜାତୀୟ ପଶୁବନ୍ୟଜନ୍ତୁ ଅଟେ ସିଏ,ଚେହେରାଟି ତା’ର ବିରାଡି ପରିକା ଦାଗି ଦାଗି ହୋଇଥାଏ। ସବୁ ପଶୁ ମଧ୍ୟେ ବଳୁଆ ବୋଲି ସେଅଟେ ଜଙ୍ଗଲର ରଜା,ପିଲାଙ୍କ କାହାଣୀ ବାଘମାମୁଁ ସିଏକହୁଥିଲେ ମୋର…

ମଣିଷ ଓ ପ୍ରଦୂଷିତ ପରିବେଶ – ପ୍ରୀତିପ୍ରିୟା ମହାନ୍ତି

ପରିବେଶ ଶଦ୍ଦ ବ୍ୟାପକ ଅଟଇନୁହଁଇ ଏହା ସୀମିତ,ମାଟି ରୁ ଆକାଶ,ଜଳ ଠାରୁ ସ୍ଥଳଅଟେ ଏହା ପରିବ୍ୟାପ୍ତ ।। କ୍ଷିତି,ଅପ୍,ତେଜ,ମରୁତ,ବ୍ୟୋମ ଯେଅଟେ ପଞ୍ଚମହାଭୂତ,ଏ ସବୁକୁ ନେଇ ପରିବେଶ ଗଢାଯାହା ଆଜି ପ୍ରଦୂଷିତ ।। ପରିବେଶ ଯଦି…

ଜହ୍ନମାମୁଁ – ପ୍ରୀତିପ୍ରିୟା ମହାନ୍ତି

ଅମ୍ବର ଶୋଭାକୁ ବହୁଗୁଣ କରିତୋଫା ତୋଫା ଦିଶୁଥାଓ,ସଭିଙ୍କ ମନକୁ କିଣି ନିଅ ତୁମେତାରା ମେଳେ ହସୁଥାଓ। ବିଜ୍ଞାନ କହୁଛି ଉପଗ୍ରହ ହେଲେମାନେନା ଏଇ ମୋ ମନ,ମା’ କହୁଥିଲା ତୁମେ କାଳେ ମାମୁଁଦୂର ଆକାଶର ଜହ୍ନ।…

ନିଜର ନିନ୍ଦିବା ପରେ – ପ୍ରୀତିପ୍ରିୟା ମହାନ୍ତି

ପଚାରନା ଆଉ ହୃଦୟ ଅବସ୍ଥା ଥିବ କେମିତିକା ସିଏ,ଭାରି କଷ୍ଟ ଏଇ ହୃଦୟକୁ ହୁଏ ଯେବେ ନିଜର କେ ନିନ୍ଦା ଦିଏ। ସ୍ନେହ,ଶ୍ରଦ୍ଧା, ପ୍ରେମ ଦେଇଛ ଯାହାକୁ ସିଏ ଯେବେ ଭୁଲ ବଝେ,ଦେଖି ହୁଏନା…

ପରିତ୍ରାୟକ ହେ – ପ୍ରୀତିପ୍ରିୟା ମହାନ୍ତି

ପରିକଳ୍ପିତ ଏଇ ତୁମ ସଂସାରରେ,ପରିଗମିତ ସଭିଏଁ ତୁମ ନିର୍ଦ୍ଦେଶରେ। ପରିଚୟ ମୋହର କି ତୁମକୁ ଅଜଣା,ପରିଜ୍ଞାତ ମୁଁ ତୁମର ଅତି ଜଣାଶୁଣା। ପରିକୃଶ ଅଟଇ ମୁଁ ସ୍ୱଳ୍ପ ଚେତାଯୁକ୍ତ,ପରିବେଦ ଭରିଦିଅ ଚିତ୍ତରେ ତ୍ୱରିତ। ପରିଚାଳକ…