ଶୋଭାର ଆସର – ପୂର୍ଣ୍ଣଚନ୍ଦ୍ର ଭୂୟାଁ

ତୋ ଆଖି କଥାକହେ , ମହକ ଭରା ଭାଷାରେ, ସବୁ ନିଶା ତୋ ଆଖିରେ , ଅପୂର୍ବ ଚାହାଣି ରେ ।ଢ଼ଳଢ଼ଳ କମଳ ନୟନ ,ଜିଣିନିଏ ମନପ୍ରାଣ ,ସବୁ ଆୟୁ ସରିଯିବ ଭରିବନି ଲୋଭମନ…

ତୋ ଆଗମନ – ପୂର୍ଣ୍ଣଚନ୍ଦ୍ର ଭୁୟାଁ

ଚକିତ, ବିଚଳିତ, ଆନମନ,  ଭିନ୍ନ ଏକ ପୁଲକ ମୋ ଶରୀରରେ,ଚଳ ଚଞ୍ଚଳ  ମୋ ଚତୁଃପାର୍ଶ୍ବ,ଯେଉଁଦିନୁ ମୁଁ ଶୁଣିଲି ତୁ ଅଛୁ ଆଖପାଖ, ଓ ତୋ ଆଗମନ , ମୋ ଇଲାକା ପରିଧିରେ,ବୈଶାଖ ଉଭେଇଗଲା, ସତେ…

ଅନେକ ପ୍ରଶ୍ନ – ପୂର୍ଣଚନ୍ଦ୍ର ଭୂୟାଁ

ବୁଝେନା କାହିଁକି ଲାଗେ ମୋ ଦୁନିଆ,ଅଧୁରା ତୋ ବିନା?ମନ ହୁଏ କାହିଁକି ଛଟପଟ ତୋ ପାଇଁ,କହିବାକୁ ତୋତେ ମୋର ଭାବନା,ସତେ ଅବାତୁ ମୋର ବଞ୍ଚିବାର ଏକମାତ୍ର କାମନା ? କିବା ବଞ୍ଚିବାକୁ ଇଛାମୋର ତୋସହ,ଏ…

ବିବସତା – ପୂର୍ଣ୍ଣଚନ୍ଦ୍ର ଭୂୟାଁ

କାହିଁକି ମନେହୁଏ, ଅସହାୟ ଯନ୍ତ୍ରଣା,ସତେଅବା ଛିଣ୍ଡି ପଡୁଛି ମୋ ଉପରେ ମହାକାଶ,ଖସିପଡୁଛି ମାଟିସବୁ ମୋ ପାଦତଳୁ,ଲାଗେ ମୋତେ ବ୍ୟସ୍ତ, ବିବ୍ରତ ଓ ଛଟପଟ lକି ସମ୍ପର୍କ ତୋର ମୋର ?କି ମାୟା ମୋହ ମୋର…

ମୂଲ୍ୟବାନ ସ୍ନେହତକ – ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଏ କି ମୋହ ମୋର ?ଏ ଇଛା ମୋର ?ଅବୁଝା ମନ ମୋର….ଅବୁଝା ମୋ ଅନ୍ତର….ଅବୁଝା ହୃତସ୍ପନ୍ଦନ ମୋର..ଓ ନିସ୍ଵ, ଅବସ ମୋ ସମଗ୍ର ଶରୀର,ତୋ ନାଆଁ ପଡ଼ିଗଲେ ଲାଗେ ମୋତେତୁ ହିଁ ସବୁକିଛି…

ମୋ ପ୍ରିୟା – ପୂର୍ଣ୍ଣଚନ୍ଦ୍ର ଭୂୟାଁ

ସବୁଠୁ ନିଆରା  ଓଠର ପାଖୁଡ଼ା,ଭିନ୍ନ ରଙ୍ଗଭରା, ପ୍ରାଣ ମନହରା,ଦିବ୍ୟ ସୁଶୋଭିତ ମଧୁମୟ ସ୍ମିତପଡେନି ପଲକ ଦେଖୁଥିଲେ ମିତ । ବାଟକୁ ହୁଡ଼ିବ ଭ୍ରମରେ ଭଅଁରତୋ ସୁନ୍ଦର ଅଧ ରସଭରା ସର,ଝାଉଁଳି ଗୋଲାପ ମୁହଁ ଲୁଚାଇବ,ଭିନ୍ନ…

ଅନ୍ତରର ପରିଭାଷା – ପୂର୍ଣ୍ଣଚନ୍ଦ୍ର ଭୂୟାଁ

ଅପେକ୍ଷା !!ନିଶା ନୁହଁ,ମୋ ହୃଦୟର ନିଷ୍କଳଙ୍କ ପରିଭାଷା,ତୋତେ ମୋ ମଧ୍ୟେ ବଞ୍ଚାଇ ରଖିବାର ସମସ୍ତ ପ୍ରୟାସଓ ଇଛା ଏବଂ ଅଭିଳାଷ, ରୋମନ୍ଥନମୋ ସମସ୍ତ ପୌରୁଷଶିରା ଧମନୀ ଓ ହୃତପିଣ୍ଡକହିବାକୁ ତୋତେ ଭଲପାଇଓ ମୁହୂର୍ତ୍ତେ ଦେଖିବା…

ଅତୁଟ ସମ୍ପର୍କ – ପୂର୍ଣ୍ଣଚନ୍ଦ୍ର ଭୂୟାଁ

ତୁ ନୁହଁ ମୋ ଅଭାବର ଆବଶ୍ୟକତା,କେମିତି ଶିଥିଳ ପଡିବ ମୋ ମନ ଓସ୍ଥାଣୁ ହେବ ମୋ ଶରୀର?ତୋ ସ୍ଥିତି ଅବା ଅନୁପସ୍ଥିତିମୋ ପାଇଁ ଅଭିନ୍ନଓ ମୋ ପାଇଁ ଏକମାତ୍ର ସତ୍ୟମୋ ପ୍ରାଣଭରି ଭଲ ପାଇବାଏକ…