କବିତା – ମିତା ପାଇଁ କବିତା – ରବୀନ୍ଦ୍ର କୁମାର ବିଶ୍ବାଳ

ତୁମେ ଭାବୁଥିଲ ବୋଲି ତ ତୁମ ହୃଦୟର ସ୍ପନ୍ଦନକୁ ମୁଁ ଶୁଣି ପାରିଥିଲି,ତୁମେ ଚାତକ ପରି ଅନେଇ ବସିଥିଲ ବୋଲି ତଜହ୍ନ ରାଇଜରୁ ଡ଼ାକି ଆଣିଲି ।ତାରାଙ୍କ ମେଳରେ ରୁନ୍ଧି ହେଇ ପଡ଼ିଥିଲ ବୋଲି…

କବିତା – ଚାହାଣି – ରବୀନ୍ଦ୍ର କୁମାର ବିଶ୍ଵାଳ

ତୁମର ନୀରବ ଚାହାଣିରୁତୁମ ମନର ଆତୁରତା ଓବ୍ୟସ୍ତତା ଭିତରେ ମୁହଁ ଉପରେ ଝରିପଡୁଥିବାବୁନ୍ଦା ବୁନ୍ଦା ଝାଳ ଏବଂ ଝାଳରେ ଭିଜିଯାଇଥିବା ଝାଳୁଆ ମୁହଁରଆହତ ମନଟିକୁ ଦେଖି ପାରୁଥିଲି, ଜାଣତ କି ଅଜାଣତରେ ହେଉ ଅତି…

କବିତା – ପ୍ରତିଶ୍ରୁତି – ରବୀନ୍ଦ୍ର କୁମାର ବିଶ୍ଵାଳ

ତୁମେ ଯଦି ଟିକେ ଇଙ୍ଗିତ କରିବ ।ଚନ୍ଦ୍ର ସୂର୍ଯ୍ୟ ଓ ଇନ୍ଦ୍ରକୁ ଖାତିର ନକରିତୁମକୁ ନେଇ ମୁଁ ସ୍ଵର୍ଗରେ ପହଞ୍ଚଇଦେବି । ଏଠି ଯଦି ତୁମେ ତୁମର ମୁକ୍ତ କେଶରାଶିକୁବିଛାଡ଼ିଲା ପରି ମେଲିଦେବ, ଏଇ…

ନିଶବ୍ଦ – ରବୀନ୍ଦ୍ର କୁମାର ବିଶ୍ଵାଳ

ଲୋଡ଼ା ନାହିଁ ବି ତୁମ ପ୍ରେମ କି ଶ୍ରଦ୍ଧାପଣନିସର୍ତ୍ତ ରେ ମୁଁ ଫେରେଇ ଦେଲିତୁମ ଅତର ଭିଜା ଗୋଲାପି ଚିଠିଭୁଲି ଗଲି ବାଟବଣା ଦିନ, ଆଉହଜେଇ ଦେଲି ମୁଁ ସେଇ ନିଝୁମ ରାତି ର…

ଅବୁଝା କବିତା – ରବୀନ୍ଦ୍ର କୁମାର ବିଶ୍ଵାଳ

ଏବେ ଏଇଠି କୋଉଠି ଥିଲା ଥିଲା ପରି ଲାଗ ଠିକ୍ ସେଦିନ ପରି, ସତେ ଯେମିତି ମଳୟ ପବନର ହାଲକା ହାଲକାମନ ମତାଣିଆ ବାସ୍ନା,ଶୟନେ ସପନେ ଜାଗରଣେ ଖାଲି ତୁମେ ତୁମେସତେ ଯେମିତି ମୋ…

ଛଳନା – ରବୀନ୍ଦ୍ର କୁମାର ବିଶ୍ୱାଳ

ଡାଳରେ ଲାଖିଥିବା ଛିଣ୍ଡାଗୁଡିପରି ଆମ ଜୀବନ ଅଟକି ଯାଇଛିଅଧା ରାସ୍ତାରେ, ଚାଲ..ଆଉ ଗୋଟେ ନୂଆ ଗୁଡି ତିଆରିବାଗୁଡି ହୋଇଉଡ଼ିବା lଦେଖ, ଏବେ ଆକାଶୀ ଯାଉଚେ ଆମେ..ଆମଠୁ କେତେ ପଛରେପୁରୁଣା ସେ ପାପ, ମେଞ୍ଚା ମେଞ୍ଚା…

ଉଷ୍ମତା – ରବୀନ୍ଦ୍ର କୁମାର ବିଶ୍ଵାଳ

ମୁଁ ତ ଗୋଟେ କୁହୁଡି ଘେରା ନିରୀହ ଶୀତରାତି ଉଷ୍ମତା ଦେବା ବାହାନାରେ କେତେଜଲ୍ଲାଦ କେତେଥର ମାରିଛି ପ୍ରତାରଣାର କାତି ।ତୁ ଦେଖ ମୋ ଭିତରେ କେମିତି ମତେ ଟିକି ଟିକି କରି ଖାଉଛିତୋତେ…

ମୁଠାଏ ଶୁନ୍ୟତା – ରବୀନ୍ଦ୍ର କୁମାର ବିଶ୍ଵାଳ

ଗୋଟେ ଯୁଗର ବ୍ୟବଧାନ ପରେ  ଅଚାନକ ତୁମର ଡାକରା, ଦେଖାହେବାକୁ ଥିଲା ସନ୍ଦେଶ ଥରୁଟିଏ ଦେଖାହେବ ପାଇଁ ଥିଲା ତୁମ ଅନୁରୋଧ ଲାଭ କ୍ଷତିର ହିସାବ କରିବାକୁ ଥିଲା ବୋଧେତୁମ ଦେଖା ହେବାର ଅସଲ…