ସମର୍ପଣ – ରାହାସ କୁମାର ବେହେରା

ପକ୍ଷୀ ଫେରେନୀଡ଼ ଭରେଶୟନେ ସପନେ ଆସି ପୀରତି ଧାରେ ,ସାଥି ହସେ   ଫୁଲ ବାସେଗୋପନରେ ମନ ମିଶେ ରାତି ଅଧରେ |ମିତ ବସେଜହ୍ନ ହସେବାଦଲକୁ ଶେଜ କରି କାହାଣୀ ଲେଖେ ,ସ୍ମୃତି ଭାସେତାରା ଖସେଝରା…

ବାହାଘର – ରାହାସ କୁମାର ବେହେରା

ଛକାପଞ୍ଝା ଏଵେ ଵାହା ଵଜାରରେଲେଖୁଛି ବାହା ପୁରାଣକଳା ଵର ଅଵା କାଳି ଝିଅ ଦେଖିସଭିଙ୍କ ନାକରା ପଣ । ଗୋରୀ ଝିଅ ପାଇଁ କାଳିଆ ବର ମୋମନପାଏ ନାହିଁ ଜମାଚାକେରୀଆ ବର ରେଲୁଓ୍ଵେରେ ଅଛିଝିଅକୁ…

ସେଦିନ ରାତିରେ – ରାହାସ କୁମାର ବେହେରା

ପ୍ରେମର ଭାଷା  ମହୁଲି ନିଶାନିକିମା କଲାରେ   ,କାଲି ରାତିରେପ୍ରିୟା ସାଥିରେଝୁମେଇ ଦେଲାରେ |ନିଶାତ ନିଶାବୟସ ନିଶାପାଗଳ କଲାରେ  ,ପ୍ରଥମ ଛୁଆଁଲାଗିଲା ନୂଆ କିମିଆ କଲାରେ  |ତା’ମିଠା କଥାଲାଗିଲା ଅଠାପ୍ରେମିକ କଲାରେ ,ବାହୁ ବନ୍ଧନେଜଡେଇ ଧରିନିଜର କଲାରେ…

ସମର୍ପଣ – ରାହାସ କୁମାର ବେହେରା

ବଡଦାଣ୍ଡ ଧୂଳି ମଥାରେ ମୋ ବୋଳିନୀଳଚକ୍ର ଦେଲେ ଚାହିଁଲୋତକ ଝରଇ ଆଖିରୁ ଅଶେଷମନ କାନ୍ଦେ କଇଁ କଇଁ  | ୧|କେଡେ ନିସ୍ଵଭରା ଜୀବନ ସଂସାରେସ୍ୱର୍ଗ ସୁଖ ଖୋଜୁଥାଇଜଗତର ସୁଖ ଅନନ୍ତ ଚରଣେମଣିଷ ଜାଣିଲା ନାହିଁ …

ମୋ ଗାଆଁ – ରାହାସ କୁମାର ବେହେରା

ଏଇ ମୋହରି ଗାଆଁତା’ କୋଳେ ଦିନେ ଜନମିଥିଲିଶେଷରେ ଦିନେ ବିଦାୟନେବିଜଳିବ ଯେବେ ତା’ ମଶାଣିରେ ମୋ’ ଜୁଇ ନିଆଁ । ମଥାରେ ଶୋଭା ଶିରିସପ୍ତଶଯ୍ୟା, ଢ଼ାଉଆ, ଜେନାଙ୍କ ଓ ସେଣ୍ଢଗଡା ଆଦିଯେତେ ଅଛିନ୍ତି ଘଞ୍ଚ…

ଶୁଭ ଦୀପାବଳୀ – ରାହାସ କୁମାର ବେହେରା

ଅନ୍ତର ଆତ୍ମାରେ ଆଜିର ଦୀପାଳିଜଳୁଛି ଅତି ନିଷ୍ଠାରେପଞ୍ଚ ଆତ୍ମାମୋର ପଞ୍ଚ ମୁରୁଜରେପଞ୍ଚୁକେ ଶୋଭା ଦିଶେରେ  ।ଶରୀର ମୋହର ପୂଜାର ମନ୍ଦିରଆତ୍ମା ରାମ ଜପୁ ଥାଇବିବେକ ପାବନି ଚବିଶ ପ୍ରହରନାମ ସଂକୀର୍ତ୍ତନ ଗାଇ ।ପବିତ୍ର ସ୍ନାହାନେ…

ଗାଉଁଲୀ ଶୀତ – ରାହାସ କୁମାର ବେହେରା

ଶୁଭ ସକାଳଗୋଲାପ ଜଳଅଧା ଛାଇଅଧା ଖରାନଈ ଧାରେ ଧାରେ ବଗମାଛ ଖାଇବାକୁ ଦେଖ ଖାଲି ଡ଼ହକ ବିକଳ ।ଶୋରିଷ କ୍ଷେତଦଶରା ଯାତଅଧା ଦେହଅଧା କୋହନିଆଁ କରେ କରେ ମନତାତି ଖାଇବାକୁ ଦେଖ ଖାଲି କେତେଯେ…

ସମୟ ଚକ୍ରରେ ଏଇ ଜୀବନ – ରାହାସ କୁମାର ବେହେରା

ବର୍ଷା ହେଲେ ଓଦାହୁଏ ପୃଥିବୀମାଟିଭିଜି ଗଜାଧରେ ବୀଜପୁଣି ଗଜାରୁ ମହାମେରୁ ଦ୍ରୁମ । କେତେ ନିରୀହ ଶାନ୍ତଶିକ୍ତ ଆକାଶଲାଲ ସୂର୍ଯ୍ୟ କେତେ ଅଶାନେଇ ନିତି ଜନ୍ମନିଏଧରଣୀ ରାଣୀ ବିମୋହିତ ହୁଏ ଆତ୍ମ ତୃପ୍ତିରେଘରଚଟିଆ ମଜା…