ମୁଁ ନୁହଁ ଗଙ୍ଗଶିଉଳି – ରାଜେନ୍ଦ୍ର ଗିରି

ମୁଁ ଆଉ ନୁହଁ ତୁମ ମନର  ଗଙ୍ଗଶିଉଳିପ୍ରତାରଣା ଝାସରେ ଯାଇଛିମଉଳି ।। ଛଳନା ହାତରେ ଥରେ ମୋତେଦିଅ ଦଳିଶେଷ ନିଃଶ୍ୱାସ ଛାଡ଼ିବି ତୁମ ସ୍ପର୍ଶକୁଦେହେ ବୋଳି ।। ଅସହ୍ୟ ଯନ୍ତ୍ରଣା ସହି ନପାରଇମୋ ଦେହ…

ତୁମେ ଯିବା ପରେ – ରାଜେନ୍ଦ୍ର ଗିରି

ପରାଜିତ ନାୟକର ବିଳାପ-୧୨ ତୁମେ ଯିବା ପରଠାରୁମୋ ଫାଟକର ବତୀସବୁମାତିଥାନ୍ତି କଳହରେଏକ ରୀତିମତ ଯୋଜନାରେ ଗଢି ତୋଳିବାକୁ ଅସହଯୋଗମୋ ଅନମ୍ବର ସତ୍ତା ବିରୁଦ୍ଧରେ ।। ତୁମେ ଯିବା ପରେ ପରେ ତିମିରର ତତଲା ମଇଦାନରେପସାପାଲି…

ବତୀ ଖୁଣ୍ଟ – ରାଜେନ୍ଦ୍ର ଗିରି

(ପରାଜିତ ନାୟକର ବିଳାପ-୩) ମୁଁ ତ ଭାଷା ହୀନ ବତୀ ଖୁଣ୍ଟଜଡ ହେଇ ଛିଡା ହୁଏ ମୋର ଏକେଲା ପଣକୁ ନେଇ ,,ମାଇଲ ମାଇଲ ଦୂର ଅନ୍ୱେଷଣେତୁମ ଆସିବା ବାଟକୁ ଚାହିଁ ।। କେତେ ଆସନ୍ତି…

କାହିଁକି ତୁମେ – ରାଜେନ୍ଦ୍ର ଗିରି

( ପରାଜିତ ନାୟକର ବିଳାପ-୨) କାହିଁକି ତୁମେ ବାରମ୍ବାର ମୋତେ ଆଘାତ କରଯେତେ ଭୁଲେଇଲେ ବି ଆବୋରି ବସସମ୍ପର୍କର ଚୁମ୍ବକ ତୋଳିହୃଦୟର କେଉଁ ଏକ ସ୍ଥାନ ଦଖଲ କରିରପ ରାପ ଫୁଡି ଦିଅ ଟାଣି…

ବ୍ୟଥା-ପରାଜିତ ନାୟକର ବିଳାପ – ରାଜେନ୍ଦ୍ର ଗିରି

ସେଦିନର କଥା ସବୁ ଏବେ ବି ବ୍ୟଥା ଦିଏତୁମକୁ ବାର ବାର online ଦେଖିଖୁବ ଚିଡା ଲାଗୁଥିଲାମୋର ଅନିଚ୍ଛା ସତ୍ୱେ ତୁମେ onlineexam ପାଇଁ serious ହେଇବି onlineଜାଣିନି ସେଦିନର ସେ ଅଭିମାନ ଆଜି…

ଆସ ଆସ ବାପୁ – ରାଜେନ୍ଦ୍ର ଗିରି

ଆସ ଆସ ବାପୁ ଛାୟାଚିତ୍ରରୁ ବାହାରିଦେଖିଯାଅ ଥରେ, ତବ ରାମ ରାଇଜକୁ ନିଖାରି ସହସ୍ର ରାବଣ କବଜାରେ କେତେ ସତୀଅଶୋକ ବାଟିକା ଏଠି ସ୍ଵପ୍ନ, ବେଶ୍ୟାପଡ଼ାରେ ରାତି ।।ଉଭେଇ ଗଲାଣି ଏଠି ତ୍ରିଜଟାର ନୀତି…

ଆସ ଆସ ବାପୁ – ରାଜେନ୍ଦ୍ର ଗିରି

ଆସ ଆସ ବାପୁ ଛାୟାଚିତ୍ରରୁ ବାହାରି ଦେଖିଯାଅ ଥରେ, ତବ ରାମ ରାଇଜକୁ ନିଖାରି ସହସ୍ର ରାବଣ କବଜାରେ କେତେ ସତୀ ଅଶୋକ ବାଟିକା ଏଠି ସ୍ଵପ୍ନ, ବେଶ୍ୟାପଡ଼ାରେ ରାତି ।। ଉଭେଇ ଗଲାଣି…

ଝଡ଼ ପରର ରେବତୀ – ରାଜେନ୍ଦ୍ର ଗିରି

ସବୁଦିନ ପରି ଆଜି ବି ସୂର୍ଯ୍ୟ ଉଦୟ ହେଇଛନ୍ତି ପୂର୍ବ ଦିଗବଳୟରେ , ହେଲେ ତାଙ୍କ ଦେହରେ ଆଉ ସେ ଚମକ ନାହିଁ କି ପ୍ରଚଣ୍ଡତାର ଝଲସ ନାହିଁ । ସତେ ଯେମିତି ଧୁଆଁମୟ…