କବିତା – ସ୍ମୃତି – ରାଜେଶ କୁମାର ବାରିକ୍

ଆଖିର କଥାକୁ ଓଠତ କହିନିଖାଲି ବିତିଛିତ ଦିନ ରାତିଆଖିର ପଲକେ ତ ଋପ ଝଲକେଏ କିପ୍ରକାର ସ୍ମୃତି।ଭାବନାରେ ହଜେ ନିତି ନିତି ଖୋଜେଦରଦି ହୃଦୟ କଥାତୋ ପଦିଏ କଥାରେ ଆରମ୍ଭ ହୁଏମୋଜୀବନର ଅନୁଚିନ୍ତା।ତୋର ବାଟ…

ବ୍ୟଙ୍ଗ କବିତା – କହିପାରୁନାହିଁ – ରାଜେଶ କୁମାର ବାରିକ୍

ହାଲ୍କା ପବନ ଶିହରାଇ ଦେଲା ଛାତିରେ ଲାଗିଲା ରକ୍କାତୋ ଗୋଲାପି ଓଠରେ ଫ୍ଲାଇଙ୍ଗ କିସ୍ ଦେଲୁରହି ପାରୁନାହିଁ ଏକା।ଶୁନ୍ ଶାନ୍ ରାତି ଭଲ ଚୋରା ପ୍ରିତିମାରିବା ଲୋ ଆମେ ଚଉକାହାଇ ହିଲ୍ ପିନ୍ଧି ହାଇଟ୍…

କବିତା – ମରିଚିକା – ରାଜେଶ କୁମାର ବାରିକ

ଜାତି ଧର୍ମ ବର୍ଣ୍ଣ ଆଉ ବୟସନୂହେଁ ସେ ଜୀବନର ପ୍ରତିଛବିଖାଲି ଅଳିକେ ମାତ୍ର,ସମୟର ସାଜେ ଭଗ୍ନସ୍ତୁପଜାଳିଦେଇ ମଣିଷକୁପ୍ରତାରଣାର ପ୍ରତିବାଦରେ। ଆଖି ଆଗର ଗତିହୋଇ ସୁନ୍ଦର ବରଫ ନଅର ସୃଷ୍ଟିକରି ପୁଲ,ଫଳ,ଡାଳ,ପତ୍ର ସବୁଜିମା ହେଲେ କାହିଁକି?…

କବିତା – ଚୁପ୍ ଚାପ୍ – ରାଜେଶ କୁମାର ବାରିକ୍

କିଏ ଜାଣିଥିଲା,ଭଲପାଇବାରେ ଏତେ ଯନ୍ତ୍ରଣାହୃଦୟକୁ ବିଦାରି ଦିଏ ବୋଲିଠୋପା ଟୋପା ଲୋତକ ବନ୍ୟାରେ,ଆଖି ଆଜି ଦେଖୁଛି, ହୃଦୟତ ଋଷିଛିମନ କଣ ବୁଝୁଛି ?ଏଇ ବିଦାୟୀ ବେଳାର ସାକ୍ଷାତରେ । ନୀରବ ଏ ସମୟ, ମନ…

ଅନୁଭୂତି କଥା – ପ୍ରେରଣା – ରାଜେଶ କୁମାର ବାରିକ୍

ସମୟର ପରିବର୍ତ୍ତିତ ସ୍ରୋତରେ ସବୁକିଛି ପରିବର୍ତ୍ତନ, ଏଇ ପର୍ତ୍ତିତ ପ୍ରତ୍ୟାବର୍ତ୍ତନ ଭିତରେ ଯେତେବେଳେ ଜୀବନ ଦୁର୍ବିସହ ହେଉଯାଉଥାଏ ଠିକ୍ ଏହି ସମୟରେ ଲୋଡା ଅନ୍ୟର ସାହାରା, ଯାହାକି କାକର ପାଣି ହୋଇ ସତେଜ କରିପାରିବ…

ଅନୁଭୂତି କଥା – ନଣନ୍ଦ ଆଟାଜ – ରାଜେଶ କୁମାର ବାରିକ

ସେଦିନ ଆମ ଘରକୁ ସବୁ ବଂଧୁୁ ବାନ୍ଧବ ଆସିଥାନ୍ତି ମୋ ବାହାଘର କଥା ଛିଡା ପାଇଁ । ଝିଅ ଘରକୁ ଜିବେ, ସେଠି କେଉଁ କେଉଁ ବିଷୟ ରେ ଆଲୋଚନା କରିବେ, କେଉଁ ବିଷୟରେ…

ଅଣୁଗଳ୍ପ – ଖରାପ ସ୍ଵପ୍ନ – ରାଜେଶ କୁମାର ବାରିକ୍

ସନ୍ଧ୍ୟାର ସମୟ ଥାଏ ଆକାଶରେ ଚୁନା ଚୁନା ତାରା ସାଙ୍ଗକୁ ଶିତଳ ପବନ ବୋହୁଥାଏ । ସତେ ଯେମିତି ଝଡ ପରର ଆକାଶ… ର୍ନିମଳ ଅନ୍ଧାରୁଆ । ବେସ୍ କିଛି ଦିନର ନୀରବତା ପରେ…

ଅନୁଭୂତି କଥା – ରବିବାର ଦିନ ଜେଜେଙ୍କ ଗପ – ରାଜେଶ କୁମାର ବାରିକ୍

ସମସ୍ତେ ଭାବନ୍ତି ରବିବାର ମାନେ ଛୁଟି, କିନ୍ତୁ କେଉଁଥିରେ ଛୁଟି କିଛି ଜଣାପଡେନି । ବାପା ଅଫିସ୍ ଜିବେନି, ଚନ୍ଦନ ଆଉ ମୁଁ ସ୍କୁଲ୍, ଟିଓସନ୍ ଜିବାନି ଏଈଆ ନା ଆଉ କିଛି ।…