ଶବ୍ଦ ଓ ନିଶବ୍ଦ – ରାଜେଶ କୁମାର ମୁଣ୍ଡ

ସେଦିନ କାନେ କାନେ ପବନ କହିଯାଇଥିଲା ଅନେକ କଥା ବିଶ୍ୱାସ କିନ୍ତୁ ହଉ ନ ଥିଲା । ବର୍ଷ ବର୍ଷର ଅନୁଭବର ଗରମରେ ଶବ୍ଦସବୁ ଫାଟନ୍ତି, ମଞ୍ଜି ହେଇ କ୍ରମଶଃ ଶାଖା ପ୍ରଶାଖା ମେଳି…

ଅନ୍ତରାତ୍ମାର ସ୍ୱର – ରାଜେଶ କୁମାର ମୁଣ୍ଡ

ମଣିଷ ଯେ ମାନ ବିକେ, ନାହିଁ ଆଉ ଭଲ ଗତି ସମୟର ପଣତରେ ନିତି ଲାଗେ କଳା ଦାଗ ସବୁରାତି କାଳ ରାତି, କାମାଗ୍ନିର ମହାତାତି ନାରୀ ହତ୍ୟା, ଭୃଣ ହତ୍ୟା, ଅତ୍ୟାଚାରୀ ଦାନବ…

ପ୍ରତ୍ୟାବର୍ତ୍ତନ – ରାଜେଶ କୁମାର ମୁଣ୍ଡ

ଯିବି, ନିଶ୍ଚୟ ଚାଲିଯିବି ତୁମ ସହ । ଜୀବନସାରା ଦେଇଆସିଥିବା ପରୀକ୍ଷାର ଫଳ ଏଇନେ ଗୋଟି ଗୋଟି ବାହାରୁଛି, ଦୁଃଖଦ ମୂହୁର୍ତ୍ତ ସବୁ ସୁଖ ହେଇ ଫେରୁଛନ୍ତି, ଅଦିନେ ଛାଡ଼ି ଚାଲିଯାଇଥିବା ଅନ୍ତରଙ୍ଗ ପକ୍ଷୀଟା…

ମୌନତାର ଆଭରଣ – ରାଜେଶ କୁମାର ମୁଣ୍ଡ

ଦେଖିଛ କି … ଏଭଳି ଏକ ଆକାଶ, ଯୋଉଠି ଅନେକ ଆଶାର ଆଲୋକ ଆଉଟୁ ପାଉଟୁ ହେଉଥିବେ ଅଂଧାରରେ, ଏଭଳି ଏକ ବିଶ୍ୱାସ ଯୋଉଠି ଗୁଞ୍ଜରଣ ହେଉଥିବ ଆଖି ବନ୍ଦ ଭଲ ପାଇବା, ଏଭଳି…

ଈଶ୍ୱର ବି ବନ୍ଦୀ ଏଥର – ରାଜେଶ କୁମାର ମୁଣ୍ଡ

ଆଖି ବନ୍ଦ କରିବା ମାତ୍ରକେ ମାଡ଼ିବସୁଛନ୍ତି ଯେତେ ଅଲୋଡ଼ା ସ୍ବପ୍ନ । ଜରାଗ୍ରସ୍ତ ଜହ୍ନ, ଶୋକାଗ୍ରସ୍ତ ସୂର୍ଯ୍ୟ, ଘନୀଭୂତ ଅନ୍ଧାରର ରାଜତ୍ୱ । ଈଶ୍ୱର ବନ୍ଦୀ ପରିଚିତ ବ୍ୟାଧର ଫାଶରେ, ମୁକୁଳିବାର ଯୁ’ ନାହିଁ…

ଇଚ୍ଛା ହୁଏ – ରାଜେଶ କୁମାର ମୁଣ୍ଡ

ଶୁଖିଲା ଧାରଟେ ହେଇ ବହିଯା’ନ୍ତି କି ସମୁଦ୍ରକୁ, ଉଡ଼ାଶିଖା ଚଢ଼େଇଟେ ହେଇ ଛୁଇଁଯା’ନ୍ତି ଆକାଶ । ଫେରେଇ ଆଣନ୍ତି ବାହୁଡା଼ ସମୟକୁ, ଶୁଖିଲା ବାଲିର ବିଡ଼ମ୍ବିତ ଭାଗ୍ୟରେ ଖୋଜୁ ଖୋଜୁ ପାଇଯା’ନ୍ତି ମୋତି ଥିବା…

ଅନିଶ୍ଚିତତାର ଆଲୁଅ – ରାଜେଶ କୁମାର ମୁଣ୍ଡ

ମହଣେ ମୋହରୁ ମୁକ୍ତି ଚାଖଣ୍ଡେ ସୁଖକୁ ଚୁକ୍ତି କରି ଚାଲିଆସିଛି, ସୀମାହୀନ କୋଳାହଳତାରୁ ମୌନତାର ମନ୍ଦିରକୁ । ଅନ୍ଧାରର ଅଘୋଷିତ ଏନ୍ତୁଡ଼ିଶାଳରୁ ଅନିଶ୍ଚିତତାର ଆଲୁଅକୁ ଅଣଦେଖା କରି, ଅଫରନ୍ତା ବାଟରେ ଅବଧୁତଟିଏ ପରି ।।…

ଆଉ ନାହିଁ କେହି – ରାଜେଶ କୁମାର ମୁଣ୍ଡ

ଅଗ୍ନିବର୍ଷି ଆକାଶରୁ ଲାଲ ମେଘ ଖଣ୍ଡେ ଓହଳିଛି ଶୁନ୍ୟ ଭୂମି ଉପରେ । ଚାଷ ଜମିର ଗଛରେ ଝୁଲିପଡ଼ିଛି ଚାଷୀର ଶରୀର । ମନ୍ଦିର ପାଖ ଗଛ ତଳେ ଝରିପଡିଥିବା ଫୁଲର ଶେଯରେ ଭିକାରୀର…