ବନ୍ଧୁ – ରାକେଶ କୁମାର

ବନ୍ଧୁରେ ବନ୍ଧୁ ତୁମର ତ କେତେ ନାମ ବର୍ଣ୍ଣନା କରିବାକୁ ମୁଁ ଯେ ଅକ୍ଷମ ତଥାପି ଚେଷ୍ଟା କରିବି କିଛି ତୁମ କଥା ନିଶ୍ଚୟ କହିବି ପିଲାବେଳୁ ଆଜି ଯାଏଁ ଭେଟିଛି ଅନେକ ସାଥିପାଇଛି…

ସାହିତ୍ୟ ପରିବାର – ରାକେଶ କୁମାର

ସତରେ ଏ ପରିବାର ଟିକେ ନିଆରା ନଥାଏ ଏଠି କାହାର ବଡ଼ ହେବାର ଇସ୍ତାହାର ।। ବୟସର ନାହିଁ କିଛି ପ୍ରତିବନ୍ଧକସମସ୍ତ ସଦସ୍ୟ ଏଠି ହୁଅନ୍ତି ଏକ ।। ସମସ୍ତେ ଏଠି ଆମେ ଭାଇ…

ଚଲାପଥ – ରାକେଶ କୁମାର

ଆସିଥିଲି ଧରା ପୁଷ୍ଠକୁ ଏକା ଏକା ହାତଧରି ମାଆ ଶିଖେଇଲା ଚାଲିବା ।। କେତେ ଥର ପଡିଛି ଆଉ ଉଠିଛିମନେ ନାହିଁ ଆଜି ସେସବୁ କିଛି ।। ବାପା କୁହନ୍ତି ପଡୁ ପଡିଲେ ଶିଖିବମାଆ…

ତୁମେ ମୋର ମୁଁ ତୁମର – ରାକେଶ କୁମାର

ତୁମ ପାଇଁ ମୁଁ  ଆଉ ମୋ ପାଇଁ ତୁମେ ସୁନ୍ଦରୀ ପ୍ରିୟା ମୋ ଅଛ କେଉଁଠିତୁମ ବାଟ ଚାହିଁ ରହିଛି ଏଠି ତୁମେ ଯେବେ ଆସି ଛୁଇଁ ତ ଦେବଦେହରେ ସିହରଣ ଖେଳିଯିବ ……