କ୍ଷୁଦ୍ରଗଳ୍ପ – ବାରମଜା – ରାକେଶ ସାହୁ

ଛୋଟ ବେଳେ ବାରମଜା ଖାଇବାକୁ କାହାକୁ ବା ଭଲ ନଲାଗେ , ବିଭିନ୍ନ ପ୍ରକାର ଡାଲି ଛଣା ହୋଇ ପଡିଥାଏ , ତା ସହିତ ବେସନ ଏବଂ ଚାଉଳରେ ତିଆରି କିଛି ପଦାର୍ଥ ।…

କବିତା – ଯୁଦ୍ଧ – ରାକେଶ ସାହୁ

ଗୁଞ୍ଜରିତ ହେଲା ଯୁଦ୍ଧମ ଦେହି ଯୁଦ୍ଧମ ଦେହି ଥରିଗଲା ଧ୍ୱନିକୁ ଶୁଣି ଏ ସସାଗରା ମହିହସି ହସି ଯଦି କିଏ ଯୁଦ୍ଧକୁ ଆମନ୍ତ୍ରଣ ଦିଏ ଅନ୍ଧକାରରେ ରକ୍ତପାତର ସୁଅ ଛୁଟାଏ ।।0।। ଖେଳିଯାଏ ସେଠି…

କବିତା – ବିଦାୟ – ରାକେଶ ସାହୁ

କେହି ଯଦି କୁହେ ମୁଁ ବିଦାୟ ନେଉଛିହୃଦୟର ସ୍ପନ୍ଦନ ଟିକେ ବଢିଯାଏ ମନଟା ଟିକେ ଅସ୍ତବ୍ୟସ୍ତ ହୋଇଯାଏସତେ ଯେମିତି ରକ୍ତ ପ୍ରବାହ ବନ୍ଦ ହୋଇଯାଇଛି ।। କିଛି ସମୟ ନିରବ ରହିଯାଏ ଏ ସମୟଆଖିରୁ…

କବିତା – ମିତ୍ର – ରାକେଶ ସାହୁ

ମିତ୍ର  ଏମିତି ଏକ ଶବ୍ଦ ଶୁଣିଲେ କାହା ମନରେ ଖେଳେ ଶିହରଣକାହା ମନେ ଉଠେ ଅନେକ ପ୍ରଶ୍ନ ବାଣ ।। ଡରୁଥିଲେ ସୁଦାମା ପାଇ କୃଷ୍ଣଙ୍କ ମିତ୍ରତାଡରିଥିଲେ ହୋଇଯିବ କାଳେ ତିକ୍ତତା ।। ମିତ୍ର…

କବିତା – ଚୁନା ଚୁନା ସ୍ୱପ୍ନ – ରାକେଶ ସାହୁ

କିଛି କଥା ହୋଇଯାଏ ଚୁନା ଚୁନାଭାବନା ରାଇଜରେ ସବୁ ଅନାବନା ।। କିଛି ରହିଯାଏ ମାନସ ପଟଳରେକିଛି ହଜିଯାଏ ସମୟର ସ୍ରୋତରେ ।। କିଛି ହୁଏ କେବେ କାହାଣୀର ଶୀର୍ଷକ ଥାଏ ହୋଇ କିଛି…

ଶିଶୁ କବିତା – ବସୁଧୈବ କୁଟୁମ୍ବକମ – ରାକେଶ ସାହୁ

ବସୁଧ୍ୟବ କୁଟୁମ୍ବକମ ସାରା ସଂସାର ଯେ ଆମ କୁଟୁମ୍ବଚଳେଇ ଜାଣିଲେ ସବୁ ସମ୍ଭବ ।। ସଭିଏଁ ଆମେ ଅଟୁ ଭାଇ ଭଉଣୀଭାବରେ ଏଠି ଯେ ସମସ୍ତେ ଋଣୀ ।। ଦେଇ ନପାରୁ ଧନ କିମ୍ବା…

ଅଣୁଗଳ୍ପ – ପୁସ୍ତକ ଉନ୍ମୋଚନ – ରାକେଶ ସାହୁ

କ୍ଷୁଦ୍ର ଗଳ୍ପ -ପୁସ୍ତକ ଉନ୍ମୋଚନ ଆମ ଧନିଆ ଭାଇ ବୁଲାବୁଲି କରିବାକୁ ଭାରି ଭଲ ପାଏ । ଥରେ ବୁଲୁବୁଲୁ ନଜର ପଡିଲା ଗୋଟିଏ ସ୍ଥାନରେ ସାହିତ୍ୟର ଏକ ପୁସ୍ତକ ଉନ୍ମୋଚନ ସଭା ହେଉଥିଲା…

କବିତା – ସମର୍ପଣ – ରାକେଶ ସାହୁ

କିଛି ଶବ୍ଦର ସଂଜ୍ଞା ମିଳିଛି କିଛି ଶବ୍ଦ ଆଜିବି ଅସମାହିତତଥାପି ଖୋଜିବାରେ ବ୍ୟସ୍ତ କାଳେ ହୋଇଯିବ ଦିନେ ପ୍ରାପତ ।। ପ୍ରେମ ସେଇ ଭିତରୁ ଗୋଟିଏ ଅନେକ ବୁଝାଇଲେଣି କିଛି ଅର୍ଥତଥାପି ଏ ମନ…