ସାତ – ରମାକାନ୍ତ ମିଶ୍ର

ସାତ ଫେରାର ବନ୍ଧନସାତ ଜନ୍ମ ର ମିଳନସାତ ସଂଖ୍ୟା ମୂଲ୍ୟବାନନୂଆ ଛୁଆକୁ ଦେଖନ୍ତିସାତ ବର୍ଷ କୁ ଜଗନ୍ତିନୂଆ ବୋହୁ କୁ ଚିହ୍ନନ୍ତିସାତ ବର୍ଷ କୁ ମାନନ୍ତି | ଶ୍ରୀ ରମାକାନ୍ତ ମିଶ୍ର ଭି.ଆଇ.ଏମ. – ୨୬୮,…

ଜୀବନସାଥୀ – ରମାକାନ୍ତ ମିଶ୍ର

କିଏ ଆମର ଜୀବନସାଥୀ ?ମା, ବାପା, ସ୍ତ୍ରୀ, ପୁଅ, ବୋହୂ ?ଏ ସବୁ କଥା ଅତି ଭିନ୍ନଅସଲ ସାଥି ଆମର ଦେହ ଓ ମନଶରିର ଥରେ ଅଚଳ ହେଲେକେହି ନୁହଂତି କାହାରି ଭଲେଆମେ ଆଉ…

ଇ ପତ୍ରିକା – ରମାକାନ୍ତ ମିଶ୍ର

ଧନ୍ୟ କହିବା ଇ ପତ୍ରିକା ଗୁଡିକୁଲୋକଲୋଚନ କୁ ଆଣିଛି ଆମ ଲେଖାକୁଲେଖିବା ସୁବିଧା, ପଠନରେ ସୁବିଧାଦେଖିବାର ସୁବିଧା, ଦେଖାଇବାର ସୁବିଧାରଖିବାର ସୁବିଧା, ଖୋଜିବାର ସୁବିଧାପଠାଇବାର ସୁବିଧା, ଦେବାରେ ସୁବିଧାପୋଷ୍ଟ କରିବାରେ ନାହିଁ ଅସୁବିଧାକାହାରିକୁ ପଚାରିବାରେ…

ଶରଣ – ରମାକାନ୍ତ ମିଶ୍ର

ଫୁଲ ତୋଳିଲା ବେଳେମନେ ହୁଏ ଫୁଲ ସବୁଡେଇଁ ଡେଇଁ ପାଖକୁ ଆସୁଛଂତିପଛ ପାଖରେ ଲୁଚି ରହି ଥିବାଫୁଲ ଗୁ଼ଡିକ ମନେ ହୁଏଆଗ୍ରହରେ ଡେଇଁ ପଡୁଛଂତିଯେମିତି ତାଂକୁବି କେହିଶୀଘ୍ର ତୋଳି ନେଇ ଯାଉଫୁଲ କୁ ବି…

ଉଚ୍ଛ୍ବାସ – ରମାକାନ୍ତ ମିଶ୍ର

ଉଚ୍ଛ୍ବାସ ଭାବାବେଗର ପରି ପ୍ରକାଶସଂବେଦନ ଶୀଳତା ଏହାର ଜନନୀଚିଂତନ ଶୀଳତା ଏହାର ଜନକତରଂଗ ତରଂଗ ମିଶି ସୃଷ୍ଟି ହୁଏ କଲ୍ଲୋଳକଲ୍ଲୋଳ କଲ୍ଲୋଳ ମିଶି ସୃଷ୍ଟି କରନ୍ତି ଓଂକାରଓଂକାର ଓଂକାର ମିଶି ସୃଷ୍ଟି କରଂତି ସ୍ବର…

ଦୁର୍ଭାଗ୍ୟ – ରମାକାନ୍ତ ମିଶ୍ର

ଛିଡା ହୋଇଥିଲି କଲିକତାମହା ନଗରୀର ଶାମ୍ ବାଜାର୫ ପଏନ୍ଟ କ୍ରସିଂଗ୍ ସାଇଡ୍ ରେଦେଖୁ ଥିଲି ନେତାଜୀଂକରଚକ୍ ଚକ୍ କରୁଥିବା ବ୍ରୋଂଜ ପ୍ରତିମାକୁ୨୩ ତାରିଖ ନେତାଜୀ ଜୟନ୍ତି ପାଇଁକରି ଥିଲେ ବୋଧହୁଏ ସଫା | ଛିଡା…

ବୀର ସୁରେନ୍ଦ୍ର ସାଏ – ରମାକାନ୍ତ ମିଶ୍ର

ସଂବଲପୁରର ସୁଯୋଗ୍ୟ ଦାୟାଦହେ ମହାନ୍ ବୀର ସୁରେନ୍ଦ୍ର ସାଏ !ଜାତୀୟ ଆଂଦୋଳନର ହେ ମହା ପୁରୋଧାପ୍ରଜ୍ବଳିତ କରିଥିଲ ବିପ୍ଳବାଗ୍ନି ଏ ସଂବଲପୁର ମାଟିରେଚିହ୍ନିନି ତୁମର ମୂଲ୍ୟ ଏ ଉତ୍କଳ ଦାୟାଦ ଆଜି ଯାଏ |ବଂଦି…

୧୪-୦୧-୨୦୧୯ ଜନ୍ମଦିନ – ରମାକାନ୍ତ ମିଶ୍ର

ଆଜି ମୋ ଜନ୍ମଦିନ, ଜାଣିଛି ବୋଲି ମନେ ଅଛିମୋ ଛଡା ବହୁ କମ୍ ଲୋକଂକୁ ଜଣା ଅଛି ଏ ଦିନକିଏ ବା କାହିକି ଜାଣିବ ?, କଣ ପାଇଁ ଜାଣିବ ?ମୁଁ ଜନ୍ମ ହୋଇ,…