ଥିଲି ଝିଅ ହେଲି ବୋହୁ – ରମେଶ ଚନ୍ଦ୍ର ବେହେରା

ଝିଅ ଟିଏ ଥିଲି ବୋହୁ ହୋଇ ଗଲି ବଢିଲା ମୋ କାର୍ଯ୍ୟ ଭାରମାଆ ବଦଳରେ ଶାଶୁ ମୁଁ ପାଇଲି ବାପ ବଦଳେ ଶ୍ୱଶୁର ।ଭଲ ସାଥିଟିଏ ପତି ଭାବେ ପାଇ ଗର୍ବ କରେ ମୁଁ…