ରାମନାମ ନଯାଆ ଭୁଲି – ରଙ୍ଗନାଥ ରଥ

ମୂଢ଼ ମନ ଦୃଢ଼େ ଧରି ରାମନାମ ନଯାଆ ଭୁଲି କୁଢ଼ କୁଢ଼ ପାପ ତୋର ରୁଢ଼ ପରି ଯିବ ଚାଲି ॥ ୦ ॥ ନାମାମୃତ ପାନ କରି କେତେ ପାପୀ ଗଲେ ତରି…

ଅତିଥି ହେବକି କୃପାକରି – ରଙ୍ଗନାଥ ରଥ

ହେ ଜଟାଧାରୀ ହେ ବନଚାରୀ ଅତିଥି ହେବକି କୃପାକରି ହେ ଜଟାଧାରୀ ହେ ବନଚାରୀ ॥ ୦ ॥ ରାଜରାଜେଶ୍ଵର ହୋଇ, ପିତୃସତ୍ୟ ଶିରେ ନେଇ ଜାନକୀ ଲକ୍ଷ୍ମଣ ସଙ୍ଗେ ବୁଲୁଅଛ ଧରି ହେ…

ଭାଇରେ ଜପ ଶ୍ରୀରାମନାମ – ରଙ୍ଗନାଥ ରଥ

ଭାଇରେ ଜପ ଶ୍ରୀରାମନାମ ଜାନକୀବଲ୍ଲଭ ରଘୁନନ୍ଦନ ଭାଇରେ ଜପ ଶ୍ରୀରାମନାମ ॥ ୦ ॥ ଇନ୍ଦ୍ର ନୀଳମଣି ସେ ଦିବ୍ୟକାନ୍ତି ବାମରେ ଜାନକୀ ବସିଅଛନ୍ତି ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଭାଇ ଆଲଟ ଚାମର ଦିଅନ୍ତି…

ନାମ ତୁମ ଗାଇ ଗାଇ – ରଙ୍ଗନାଥ ରଥ

କାତ, ମାରୁଥିବି ରହି ରହି ଦଦରା ନାଆରେ ପାରିକରି ଦେବି ନାମ ତୁମ ଗାଇ ଗାଇ ॥ ୦ ॥ ଶ୍ୟାମ-ହେମ କାନ୍ତି ଯୁଗଳ ମୂରତି ସଙ୍ଗେ ବିଶ୍ଵାମିତ୍ର ଥାଇ ସୀତା ସ୍ଵୟଂବରେ ବିଦେହ…

ଆଶ୍ରୟ ମାଧ୍ୟମରେ ମନୋରମତା – ରଙ୍ଗନାଥ ରଥ

ଅନର୍ଘମପି ମାଣିକ୍ୟଂ ହେମାଶ୍ରୟମପେକ୍ଷତେ I ଅନାଶ୍ରୟା ନ ଶୋଭନ୍ତେ ପଣ୍ଡିତାଃ ବନିତାଃ ଲତାଃ II ଭାବାର୍ଥ 👉 ମାଣିକ୍ୟ ଅତି ମୂଲ୍ୟବାନ୍ ହେଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟର ପରିସ୍ଫୁଟନ କେବଳ ସୁବର୍ଣ୍ଣ ଆଶ୍ରୟରେ ହିଁ…

ଭବସାଗରୁ ପାରି କର – ରଙ୍ଗନାଥ ରଥ

ହେ ଗଙ୍ଗାଧର ହେ ଉମାବର ଭବସାଗରୁ ପାରି କର ॥ ୦ ॥ ଜଗତର ରକ୍ଷା ଲାଗି, ସାଜିଅଛ ମହାଯୋଗୀ ନୀଳକଣ୍ଠ ହୋଇ ପରା ବିଷପାନ କର ହେ ଗଙ୍ଗାଧର… ॥ ୧ ॥…

ଅଞ୍ଜଳି ମୋ ଦିଅ ଭରି – ରଙ୍ଗନାଥ ରଥ

ମା’ ଗୋ ମାଆ ଅଞ୍ଜଳି ମୋ ଦିଅ ଭରି ଜଗତର ଜନନୀ ମା’ ଅଭୟଦାୟିନୀ ପତିତପାବନୀ ତୁମେ କୃପାର ସାଗରୀ ॥୦॥ ଅଞ୍ଜଳି ମୋ ଦିଅ ଭରି ….. ମାଗୁନାହିଁ ଧନ ଜନ ଯଶ…

ପ୍ରସନ୍ନା ହୁଅ ଦେବୀ ଭଗବତୀ – ରଙ୍ଗନାଥ ରଥ

ପ୍ରସନ୍ନା ହୁଅ ମା ଦେବୀ ଭଗବତୀ ମହାମାୟା ଶରଣାଗତ ଆରତ ଦୀନଜନେ କର ଦୟା ॥୦॥ ସୃଷ୍ଟି ସ୍ଥିତି ପୁଣି ସଂହାର-କାରିଣୀ ଭକ୍ତ-ଜନଙ୍କର ମୁକ୍ତି ପ୍ରଦାୟିନୀ କଲ୍ୟାଣ ଦାୟିନୀ ମାତଃ ଶର୍ବାଣୀ ସର୍ବମଙ୍ଗଳା ॥୧॥…