କବିତା – ମୌସୁମୀ ବର୍ଷା – ରଞ୍ଜିତା ଦାସ

ବରଷାର ପ୍ରଥମ ଛିଟା, ଲାଗେ ଭାରି ମିଠା ମିଠା, ଆନନ୍ଦରେ ମନ ନାଚି ଉଠେ,ଦେହ ହେଇଯାଏ ଓଦା |ଅବେଳରେ ଝରିଯାଏ,ଅକୁହା କଥା ମାନ କହିଯାଏ | କେତେବେଳେ ଦୁମ ଦୁମ ନାଦରେକେତେବେଳେ ଝୁମ ଝୁମ…

କବିତା – ଏଇତ ଜୀବନ – ରଞ୍ଜିତା ଦାସ

ରାଗ ଅଛି ସ୍ନେହ ଅଛି ଆଉ ପ୍ରେମ ବି , ଭରସା ଅଛି ବିଶ୍ୱାସ ଅଛି ଆଉ ଅଭିମାନ ବି |ଜୀଇଁବାର ସ୍ପୃହା ଅଛି,ପୁଣି କଣ୍ଟକିତ ରାସ୍ତାରେ ଚାଲିବାକୁଏ ମନ କୁଣ୍ଠିତ ହେଉଛି |ତଥାପି…

କବିତା – ଚିଲିକା – ରଞ୍ଜିତା ଦାସ

ଓଡ଼ିଶାର ଗର୍ବ ଏତ ଓଡ଼ିଶାର ରତ୍ନ,  ଦେଶରେ ଖ୍ୟାତସେତ ବିଦେଶେ ବିଖ୍ୟାତ |କାଳିଜାଈରେ ସନ୍ଧ୍ୟାମନକୁ କରେ ବିଭୋର , ପାରିକୁଦ, ମାଲୁଦର ଦୃଶ୍ୟଅତ୍ୟନ୍ତ ମନହୋର |ବିଦେଶାଗତ ପକ୍ଷୀଙ୍କଏତ ଆଶ୍ରୟର ସ୍ଥଳୀ,ଶୀତ ଆଗମନେଆସି ଏଠି କରନ୍ତି…

କବିତା – ଉତ୍କୃଷ୍ଟ ଓଡିଶା – ରଞ୍ଜିତା ଦାସ

ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର  ସୌନ୍ଦର୍ଯ୍ୟରେ ଭରା ତିରିଶି ଜିଲ୍ଲାର ଏ ସମାହାର |ଆସନ୍ତି କେତେ ଯାଆନ୍ତି କେତେ ସୁନ୍ଦରତାର ବାସ୍ନା ବାରିବାକୁ ପୁଣି ପଛକୁ ଫେରି ଦେଖନ୍ତି ଏ ଓଡ଼ିଶାର…

କବିତା ଓ ପ୍ରେମ – ରଞ୍ଜିତା ଦାସ

ଯେବେ ତମେ ଏକ କପଟିଆର ପ୍ରେମରେ ନିଜକୁ ହଜେଇଦେଲ, ସେବେ ମୁଁ କବିତାର ପ୍ରେମରେ ପଡ଼ିବାକୁ ଲାଗିଲି |ଯେବେ ତମ ମନ ଏକ ଦଗାଦିଆରେ ପ୍ରେମ ପାଇଁ ପାଗଳ ,ସେବେ ମୁ କବିତା ଆଉ…

ଖୁସିର ଲହରୀ ସଙ୍ଗେ ଲୁହର ସାଗର – ରଞ୍ଜିତା ଦାସ

ବଦଳିଆ ଭୂଗୋଳ, ବଦଳିଆ ମାନଚିତ୍ର, ମାନଚିତ୍ରରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ,ନୂଆ କେନ୍ଦ୍ରଶାସିତ ଅଂଚଳକୁ ସଭିଏଁ କରନ୍ତି ସ୍ୱାଗତ |ଜାମ୍ମୁ -କାଶ୍ମୀର ଏବଂ ଲଦାଖ,ଆମ ଭାରତର ମୁକୁଟମଣି ଆମ ଭୂସ୍ଵର୍ଗ ଆଜି ଏକ…

ବାସହରା ଆଜି ଘରଚଟିଆ – ରଞ୍ଜିତା ଦାସ

ନା ଅଛି ଚାଳ ଛପରର ଘର, ନା ଅଛି ମାଳ ମାଳ ବୃକ୍ଷର ଆସର | ସବୁ ଆଡେ ଦିଶେ କଂକ୍ରିଟ ରାସ୍ତା, ସବୁଜ ବନାନୀ ଆଜି ହରାଏ ଯେ ଆସ୍ଥା | ଗାଁରୁ…

ମୋ ଓଡିଶା – ରଞ୍ଜିତା ଦାସ

ଓଡିଶା ଏ ରାଜ୍ୟ ‘ଉରିଶା’ ନୁହଁ,  ଭାବିଚିନ୍ତି ଟିକେ ବାଗେଇ କୁହ |ପଖାଳ ଖିଆ ପାଟି ସବୁ ଉତ୍କଳର ଝିଅ ପୁଅ, ପିଜା ବର୍ଗର କଉ ବାଗକୁ ନୁହଁ |ଓଡ଼ିଆ ଆମ ଭାଷା ‘ଉଡିଆ’…