କବିତା – ପ୍ରଭାତ ପୀୟୂଷ – ରଞ୍ଜିତା ମିଶ୍ର, ବଇଣ୍ଡା

ପ୍ରଭାତ ଅରୁଣ ପହିଲି କିରଣଚୁମେ ଯେବେ ଏ ଧରଣୀ,ପୂରୁବ ଆକାଶ ସଜେଇ ହୁଏରେନାଲି ସିନ୍ଦୁରା ରୋଷଣୀ  ।     ।୧ାବିଦାୟ ମାଗିଲେଣି ରଜନୀ ରାଣୀଦିବାକର, କର, ମେଲାଣିପକ୍ଷୀର କାକଳି ପ୍ରଭାତ ବନ୍ଦନାତୋଳୋ ରାଗ-ରାଗିଣୀ ।        ।୨ାଶେଫାଳି…

ଶରତ – ରଞ୍ଜିତା ମିଶ୍ର

ଶରତର ଶୋଭା କରେ ବିମୋହିତରୂପବତୀ ଏ ଧରଣୀସ୍ବାଗତ କରିବ ସିହଂବାହିନୀଙ୍କୁକାଶତଣ୍ଡୀରେ ରୋଷଣୀ । ଅଶିଣ ସଞ୍ଜର ଗୋଧୂଳି ଲଗନେଜହ୍ନିଫୁଲର ମେଲଣସୁନାଦେହ ମେଲି ହସେ ଖିଲିଖିଲିଡାକଇ ଆସ ର୍ପାବଣ । ବର୍ଷା ଧୋଇଦେଲା ପ୍ରକୃତିରାଣୀକୁର୍ନିମଳ ଦେଖ…