କବିତା – ଜଗନ୍ନାଥ – ରଶ୍ମିମୟୀ ପଟ୍ଟନାୟକ

ଭାବରେ କି ମୋରୋ ଅଭାବ ରହିଲା କିବା ଶୁଣିଲନି ଡାକ ଡାକି ଡାକି ତଣ୍ଟି ସୁଖୀ ତ ଗଲାଣି ମରି ତ ଗଲାଣି ଭୋକ ବଡ ଦେଉଳିଆ ଦେଉଳେ ବସିଛ ମୁଁ ତ ହିନୀ…