କବିତା – ମହମବତୀ କିଣିଲେଣି ? – ରଶ୍ମିତା ବେହେରା

ସ୍ବର୍ଗରେ କ୍ରୋଧ ଜର୍ଜରିତ ସେହି ଅଶରୀରି ଆତ୍ମାଗୁଡିକ ଏବେ ଖୁବ୍ ଜୋରରେ ଚିତ୍କାର କରିବାକୁ ଲାଗିଲେଣି, ଏଇ ଯେମିତି ଓଡିଶାର ଇତିଶ୍ରୀ,ବେବିନା ଓ ଛବିରାଣୀ ପରି ଅନେକ ଧର୍ଷିତା ଏକସ୍ବରରେ ପ୍ରଶ୍ନ କରୁଛନ୍ତି ଏ…

କବିତା – ବାପା – ରଶ୍ମିତା ବେହେରା

ବାପା,ତୁମେ ଅବିକଳ୍ପ ବ୍ୟକ୍ତିତ୍ବପୁଣି ନୀଳାର୍ଣ୍ଣଭ ଅନନ୍ତ ଆକାଶ,ଭୁଖଣ୍ଡର ଅସମାପ୍ତ ପରିଧି‘ବାପା’ ତୁମେ ଶୀର୍ଷଙ୍କଠୁ ଶୀର୍ଷ ।‘ବାପା’ତୁମେ ସୀମାହୀନ ଦରିଆରପରିବ୍ୟାପ୍ତ,ଅଖଣ୍ଡ ଓ ଅବିରତ ସ୍ରୋତ,ଦମ୍ଭର ଦୈବୀକ ବଜ୍ରବାହୁଯାହା ଆଗେ ବିପତ୍ତି ବି ହୁଏ ଭୀତଗ୍ରସ୍ଥ ।ଲୁହ,ଲହୁ…

ଭୁଲ୍ – ରଶ୍ମିତା ବେହେରା

ନିଃଶ୍ବାସୁ ଅଧିକ କୈାଣସି ବ୍ୟକ୍ତିକୁବିଶ୍ୱାସ କରିବା ଭୁଲ୍ଅଯୋଗ୍ୟ ବ୍ୟକ୍ତିକୁ ଜୀବନୁ ଅଧିକଭଲ ପାଇବାଟା ଭୁଲ୍ ।ଆଶା ବାଲିଘର ନିଶ୍ଚିହ୍ନ ହୋଇଲେସ୍ୱପ୍ନ ଦେଖିବାଟା ଭୁଲ୍ସ୍ନେହ, ସମ୍ପର୍କର ଏ ବେଳାଭୂମିରେସାଥିଟେ ଖୋଜିବା ଭୁଲ୍ ।ହୃଦୟ ସିଲଟେ ଭାବନା…

ମୋ ଓଡିଶା – ରଶ୍ମିତା ବେହେରା

  ଅକ୍ଷର ସୁନ୍ଦର ଭାଷା ସୁମଧୁର ଓଡ଼ିଆ ଆମରି ଭାଷା ଧନ୍ୟ ଜଗନ୍ନାଥ, ଧନ୍ୟ ଶ୍ରୀକ୍ଷେତ୍ର ଧନ୍ୟ ଅଟେ ମୋ ଓଡ଼ିଶା। ଇତିହାସ କହେ ସୁବିସ୍ତୃତ ଥିଲା ଗଙ୍ଗାଠାରୁ  ଗୋଦାବରୀ ଏବେବି କଳା ଓ…