କବିତା – କାହିଁକି ବାଜୁନି ବଂଶୀ – ରତ୍ନାକର ଶୀୟ

ହେ ବିଶ୍ବନିଅନ୍ତା କାହିଁ ତୁମ ବଂଶୀ ଶୁଣିଛି ପଥରବି ତରଳେ ତା ନାଦରେ ସମସ୍ତ ମନ ପବିତ୍ର ହୋଇଯାଏ ବିଷ ପାଲଟିଯାଏ ଅମୃତ ଶାନ୍ତିର ପରସ ଛୁଟେ ଚାରିଆଡ଼େ ଖେଳିଯାଏ ପ୍ରେମର ମହକ କୋଳାହଳମୟ…