କବିତା – ବିଶାଳ ମନର ସାଗର – ରୀତା ଅପରାଜିତl ମହାନ୍ତି

ନଦୀ ଝୁରେ ସାଗରକୁସେ ପ୍ରୀତିର ପଟ୍ଟାନ୍ତର ନାହିଁସାଗର ଯେବେ ନଦୀରେ ମିଶିଯାଏସାଗର ବି କେତେ ଉଦାରକେତେ କଣ ସାଇତିଛିନିଜ ଭିତରମାଛ, କଇଁଛ, କେତେ ବିଶାଳ ପ୍ରାଣୀଏତେ ବିଶାଳ ତା ଦେହତଥାପି ଟିକେ ଗର୍ବ ନାହିଁ…

କବିତା – ତୁମ କଥା ମୋ କଥା – ରୀତା ଅପରlଜିତା ମହାନ୍ତି

ମୋ ବିନା କିଛି ଭଲ ଲାଗୁନି କହିଥିଲଦିନେ କଥା ନହେଲେ ଦିନ କଟୁ ନଥିଲାକହୁଥିଲ।ଜାଣେ ସେ ସବୁ ମିଛ ଥିଲାକଥା ତ ଖାଲି କଥା ଥିଲା ଭୀଷ୍ମ ଙ୍କ ଅଖଣ୍ଡ ପ୍ରତିଜ୍ଞା ନଥିଲା ……..।ଯାହା…

କବିତା – ସମୟ -ରୀତା ଅପରାଜିତା ମହାନ୍ତି

ସମୟ କେତେ ବଦଳିଗଲାଣିଆଜି ବି ଭାବି ହେଉନି।ସେ କାଗଜ ଡ଼ଙ୍ଗା ର ନାଆ ସେ ବୋହୁଚୋରି ,ସେ ଲୁଚକାଳି ଖେଳ କେଉଁଠି ହଜିଗଲା ସମୟର ତାଡନାଏବେ ସେଇ ମୁଁ ଅଛିଆଉ ମୋର ଧରା ବନ୍ଧା…

ମୁଁ ଗୋଟେ ଶ୍ରମିକ – ରୀତା ଅପରାଜିତା ମହାନ୍ତି

ନିଗାଡି ନିଜ ଦେହୁ ଝାଳ ଦେଉଛି ମୁଁ ଦେଶ ବିକାଶରେ ବଳ । ଦିନ ରାତି ମୋର କାମ କରି କରି ବିତେ ଦେଶ ପାଇଁ ମୁଁ ମୋ ରକ୍ତକୁ କରିଛି ପାଣି ମୋ…

ସେଇ ଝିଅ ଟି – ରୀତା ଅପରାଜିତl ମହାନ୍ତି

କେବେ କେମିତି ଫିକା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧୁ ଥିବା ଝିଅ ଟି ନିରବ ନୀରବରେ  ଚlଲୁଥାଏ ସବୁ ତ ସାଧସିଧା ତଥାପି କାହିଁକି ମନ ଟାଣି ହେଇଯାଏତାକୁ ଦେଖି ଲେଖିବାକୁ ଇଛl ହୁଏ…

ଦୋଷ କାହାର – ରୀତା ଅପରାଜିତା ମହାନ୍ତି

ଦରଫୁଟା କଢିର ଆଖିରୁ  ଲୁହ ଶୁଖୁନି ସେ କାନ୍ଦି ଚାଲିଛି ଅନବରତ ମା ,ବାର୍ବୀ ଡ଼ଲ ଥିଲି ବାପାଙ୍କ ଥିଲି ପରୀ ଭାଇ ଡାକୁଥିଲl ନାକ କାନ୍ଦୁରୀ ସେ ବି ଦିନେବଡ଼ ହେଇଥାନ୍ତା ତା…

ଅଣୁଗଳ୍ପ – କଙ୍କି ଧରଣ – ରୀତା ଅପରାଜିତା ମହାନ୍ତି

କଙ୍କି ଧରଣ.. ମା ମରଣ..,ଛୋଟ ବେଳେ ଶୁଣିଥିଲି । ଏଇ କଥା ମୋ ବାଳୁତ ମନରେ ଘର କରିଯାଇଥିଲା । ଏଇ କଥାକୁ ମୁଁ ଏତେ ବିଶ୍ୱାସ କରିଯାଇଥିଲି । ପୁରା ଛୋଟ ବେଳ…

ଭି.ଏସ ନାଇପଲ – ରୀତା ଅପରାଜିତା ମହାନ୍ତି

 ଆତ୍ମ ପ୍ରତ୍ୟୟର ଏକ ସୁନ୍ଦର ଉଦାହରଣ ବିଶ୍ୱ -ସାହିତ୍ୟ ଜଗତର ମହାନ ମଣିଷ ଗଦ୍ୟ ସାହିତ୍ୟରେ ଥିଲା ତାଙ୍କର ଅସମ୍ଭବ ଦକ୍ଷତା ସାହିତ୍ୟ ର ସର୍ବ ଉଚ୍ଚ ନୋବେଲ ପୁରସ୍କାର ବିଜେତା ନିଜ ପିତା…