ପ୍ରଥମ ବର୍ଷା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ରବିର କିରଣେ ପୃଥିବୀ ଆମର ଅହା କି ଗରମ ଥିଲା । ତାହାରି ଭିତରେ ପ୍ରଥମ ବରଷା ନୂତନ ଜୀବନ ଦେଲା ।। ଶୁଖିଲା ଟାଙ୍ଗରା ନିରସ ମାଟିଟା ପାଣିକୁ ଅନାଇ ଥିଲା ।…

ବାପୁଜୀ – ଶିଶୁକବି ରୁଦ୍ରରୂପା ଵ୍ରହ୍ମା

ଦେଶକୁ ସ୍ୱାଧୀନ କଲ ହେ ତୁମେଲାଠି ମାଡ଼ ଖାଇ ଖାଇ ।ଖଦଡ଼ ଲୁଗା ପିନ୍ଧି ବାହାରିଲବାପୁ ନାମେ ଚିହ୍ନା ଦେଇ ।। ସମ୍ବଲପୁରରେ ପୂଜା ପାଉଅଛଭାତରା ଗ୍ରାମରେ ଥାଇ ।ସଭିଙ୍କ ହୃଦୟେ ସ୍ଥାନ ଭରିଛ…

ଆସ ସାବଧାନ ହେବା – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

ଥିଲା ପରିବେଶ କେଡେ ସୁନ୍ଦର ।ସବୁଜ ଶୀତଳ ସୁ ମୋନହର ।। ଗଛ ଡା଼ଳେ ବସି ବିହଂଗ ମାନେ ।ଗାଉଥିଲେ ଗୀତ ଆନନ୍ଦ ମନେ ।। ଜଙ୍ଗଲରେ ଥିଲେ ଅନେକ ପଶୁ ।ଜଗୁଥିଲେ ଆମ…

ବରଷା କାଳ – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

ବର୍ଷା ଅସୁଛିରେ ବର୍ଷା ଆସୁଛି କଳା କଳା ମେଘ ଆକାଶରେ ।ଆଗକୁ କେମିତି ମାଡ଼ି ଆସୁଛିଦିଗ୍ବଳୟ ଧରି କାୟା ବିସ୍ତାରେ ।। ବିଜୁଳି ଚମକେ ଘଡ଼ ଘଡି ମାରେ ପବନ ବହୁଛି କେଡେ ଶୀତଳ…

ମୋ ବାବା ମାମା – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

୧) ବାବା ମୋର କେତେ ଭଲ ପେଣ୍ଠକୁ ବୁଲାଇ ନିଅନ୍ତି । ଜାତ ଦେଖିବାକୁ ସାଥିରେୁ ଗଲେ ଦୋଳିରେ ଝୁଲାଇ ଦିଅନ୍ତି ।। ୨) ଚକୋଲେଟ୍ ଆଇସକ୍ରିମ୍ ଖେଳନା କିଣି ମୋତେ ଆଣି ସେ…

ପାହାଡ଼ ରାଣୀ – ଶିଶୁ କବି ରୁଦ୍ରରୂପା ଵ୍ରହ୍ମା

ପାହାଡ଼ ରାଣୀ ଲୋ ପାହାଡ଼ ରାଣୀ  ଜଗତ କୁ ତୁହି କରିଛୁ ରୁଣୀ । ତୋ ଗମ୍ଭୀରା ଭିତରୁ ସୁରୁଜ ଉଁଏ  ଧରାରୁ ଅନ୍ଧାର ଦୂରେଇ ଯାଏ । ରାତିରେ ତାରାଙ୍କୁ ମୁଣ୍ଡରେ ଧରି …